ପାରାଭୁର ହ୍ରଦ
Paravur Lake Paravur Kayal | |
---|---|
ଅବସ୍ଥାନ | Paravur, Kerala |
ଦିଗବାରେଣି | 8°49′19″N 76°39′32″E / 8.822°N 76.659°E |
ପ୍ରାଥମିକ ଭିତରଧାରା | Ithikkara River |
ଅବବାହିକା | 6.6246 km2 (2.5578 sq mi) |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | India |
କ୍ଷେତ୍ରଫଳ | 6.62 km² |
ପରାଭୂର କାୟାଲ ବା ହ୍ରଦ , ଭାରତୀୟ ରାଜ୍ୟ କେରାଲା ର ପରାଭୂର ଠାରେ ଥିବା ଏକ ହ୍ରଦ । ଜଡିବା ଏହା ଆକାର ରେ କ୍ଷୁଦ୍ର ( ଆୟତନ ମାତ୍ର 6.67 ବର୍ଗକିଲୋମିଟର ) ଏହା ଇଥିକକରା ନଦୀ ର ନିର୍ଗତ ସ୍ଥଳ ଓ କେରାଲା ରେ ରହିଥିବା ବାକ ୱାଟର ପ୍ରଣାଳୀ ର ଏକ ଅଂଶ । ଏହାକୁ 19 ଶ ଶତାବ୍ଦୀ ରୁ ଏଦାଭା , ଓ ଅସ୍ଥାମୁଦି ହ୍ରଦ ସହ କୁତ୍ରିମ ଭାବରେ ସଂଯୋଗୀକରଣ କରାଯାଇଛି ।
ପ୍ରାରାଭୁର ହ୍ରଦ ର ତାପ୍ତର୍ଜୀ
ସାଗର ସହ ମିଶିବା ଆଗରୁ ଏକ ରାସ୍ତା ପଥ ଦେଖାଯାଏ । .[୧][୨] ଏହା ଏକ ଉଦୀୟମାନ ପର୍ଯ୍ୟଟକ ଆକର୍ଷଣ ଭାବରେ ଗଢି ଉଠୁଛି । [୩][୪]
ଏଠାରେ ବିହଙ୍ଗମ ଦ୍ରୁଷ୍ଟି ଅତୀବ ଚମତ୍କାର ହେଇଥାଏ । ଏହାର ଉତ୍ତର ଓ ପୂର୍ବ ଅଞ୍ଚଳ ରେ ଥିବା ପର୍ବତମାଳ ର ଘଞ୍ଚ ସବୁଜିମା ଅତି ପ୍ରକୃତିକ ସୋଭା ପ୍ରଦାନ କରିଥାଏ । ହ୍ରଦ ନିକଟ ରେ ପ୍ରସିଦ୍ଧ ଲାକେସାଗର ଜାଭିଏର ପରୟତକ ଆବାସ ରହିଛି ଏଠାରେ ଥିବା ବୋଟ କ୍ଲବ ଦ୍ଵାରା ବୋଟ ଭ୍ରମଣ ଖୁବ ଆନନ୍ଦକର । [୫]
ଯାତାୟାତ
ପରୁଭୁର ସହର ଠାରୁ ଏହା 4 କିଲୋମିଟର ଦୁରବର୍ତୀ । ହ୍ରଦ କୁଳ ଦେଇ ପରୁଭୁର ଏଭାଡା ଭାରକଳା ରାସ୍ତା ଯାଇଛି । ରରୁଭୁର ଠାରେ ରେଳ ଷ୍ଟେସନ ମଧ୍ୟ ରହିଛି । ନିକଟସ୍ଥ କୋଲଲାମ ଠାରେ ବୃହତ ରେଳ ଷ୍ଟେସନ ମଧ୍ୟ ରହିଛି ।
ପୁନଶ୍ଚ ଦେଖଣା
- Paravur
- Paravur Thekkumbhagam
- Paravur railway station
- Pozhikara
- Nedungolam