ପାରାଭୁର ହ୍ରଦ

Coordinates: 8°49′19″N 76°39′32″E / 8.822°N 76.659°E / 8.822; 76.659
ଉଇକିପିଡ଼ିଆ‌ରୁ
Paravur Lake
Paravur Kayal
An evening view of Paravur Lake
ଅବସ୍ଥାନParavur, Kerala
ଦିଗବାରେଣି8°49′19″N 76°39′32″E / 8.822°N 76.659°E / 8.822; 76.659
ପ୍ରାଥମିକ ଭିତରଧାରାIthikkara River
ଅବବାହିକା6.6246 km2 (2.5578 sq mi)
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia
କ୍ଷେତ୍ରଫଳ6.62 km²

ପରାଭୂର କାୟାଲ ବା ହ୍ରଦ , ଭାରତୀୟ ରାଜ୍ୟ କେରାଲାର ପରାଭୂରଠାରେ ଥିବା ଏକ ହ୍ରଦ । ଜଡିବା ଏହା ଆକାରରେ କ୍ଷୁଦ୍ର ( ଆୟତନ ମାତ୍ର 6.67 ବର୍ଗକିଲୋମିଟର ) ଏହା ଇଥିକକରା ନଦୀର ନିର୍ଗତ ସ୍ଥଳ ଓ କେରାଲାରେ ରହିଥିବା ବାକ ୱାଟର ପ୍ରଣାଳୀର ଏକ ଅଂଶ । ଏହାକୁ 19 ଶ ଶତାବ୍ଦୀରୁ ଏଦାଭା , ଓ ଅସ୍ଥାମୁଦି ହ୍ରଦ ସହ କୁତ୍ରିମ ଭାବରେ ସଂଯୋଗୀକରଣ କରାଯାଇଛି । 

ପ୍ରାରାଭୁର ହ୍ରଦର ତାପ୍ତର୍ଜୀ[ସମ୍ପାଦନା]

ସାଗର ସହ ମିଶିବା ଆଗରୁ ଏକ ରାସ୍ତା ପଥ ଦେଖାଯାଏ । .[୧][୨] ଏହା ଏକ ଉଦୀୟମାନ ପର୍ଯ୍ୟଟକ ଆକର୍ଷଣ ଭାବରେ ଗଢି ଉଠୁଛି । [୩][୪]

ଏଠାରେ ବିହଙ୍ଗମ ଦ୍ରୁଷ୍ଟି ଅତୀବ ଚମତ୍କାର ହେଇଥାଏ । ଏହାର ଉତ୍ତର ଓ ପୂର୍ବ ଅଞ୍ଚଳରେ ଥିବା ପର୍ବତମାଳର ଘଞ୍ଚ ସବୁଜିମା ଅତି ପ୍ରକୃତିକ ସୋଭା ପ୍ରଦାନ କରିଥାଏ । ହ୍ରଦ ନିକଟରେ ପ୍ରସିଦ୍ଧ ଲାକେସାଗର ଜାଭିଏର ପରୟତକ ଆବାସ ରହିଛି ଏଠାରେ ଥିବା ବୋଟ କ୍ଲବଦ୍ୱାରା ବୋଟ ଭ୍ରମଣ ଖୁବ ଆନନ୍ଦକର । [୫]

ଯାତାୟତ [ସମ୍ପାଦନା]

Paravur Lake near Thekkumbhagam estuary
A photo of sunset taken from Paravur Thekkumbhagam beach

ପରୁଭୁର ସହରଠାରୁ ଏହା 4 କିଲୋମିଟର ଦୁରବର୍ତୀ । ହ୍ରଦ କୁଳ ଦେଇ ପରୁଭୁର ଏଭାଡା ଭାରକଳା ରାସ୍ତା ଯାଇଛି । ରରୁଭୁରଠାରେ ରେଳ ଷ୍ଟେସନ ମଧ୍ୟ ରହିଛି । ନିକଟସ୍ଥ କୋଲଲାମଠାରେ ବୃହତ ରେଳ ଷ୍ଟେସନ ମଧ୍ୟ ରହିଛି । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Paravur
  • Paravur Thekkumbhagam
  • Paravur railway station
  • Pozhikara
  • Nedungolam

ଆଧାର [ସମ୍ପାଦନା]

  1. Paravur estuary breached - The Hindu
  2. Paravur estuary gets blocked, wells swell
  3. "Wells swell as Paravur estuary gets blocked after 18 years". Archived from the original on 2023-05-07. Retrieved 2017-01-02.
  4. Paravur estuary gets blocked, wells swell
  5. Mangroves in lake area destroyed

ବାହାର ଲିଙ୍କ [ସମ୍ପାଦନା]