ମାଙ୍ଗୋ( ଜାମସେଦପୁର )
Mango
माँगो | |
---|---|
Country | India |
State | Jharkhand |
District | Purbi Singhbhum |
Population (2011) | |
• Total | ୩,୧୬,୮୭୪ |
Languages | |
Time zone | UTC+5:30 (IST) |
PIN | 831012, 831018, 832110 |
ଯାନବାହାନ ପଞ୍ଚୀକରଣ | JH |
ମାଙ୍ଗୋ ଭାରତୀୟ ରାଜ୍ୟ ଝାରଖଣ୍ଡ ର ଜାମସେଦପୁର ସହର ର ସହରତଳି ରେ ଥିବା ଏକ ସହରାଞ୍ଚଳ । ଏହା ସୁବର୍ଣ ରେଖା ନଦୀ ର ଅନ୍ୟ ପାଟ ରେ ରହିଛି । ଏହା ଏକ କ୍ରମବର୍ଦ୍ଧିସ୍ତୁ ଅଞ୍ଚଳ ଓ ଏଠାରେ ବାସଗୃହ ସଂଖ୍ୟା ବହୁ ପରିମାଣ ରେ ବଢି ଚାଲିଛି ।
ବୃହତ ସହର ର ବ୍ୟାଖ୍ୟା ଅନୁସାରେ ଜନସଂଖ୍ୟା ରହିବାରୁ ଏହାକୁ ଏକ ସ୍ଵତନ୍ତ୍ର ମହାନଗର କୁହାଯାଇପାରେ । ଏହାର ପ୍ରଶାସନ ଏକ ବିଜ୍ଞପ୍ତି ଅଞ୍ଚଳ ଭାବରେ ରହିଛି ।
ଏଠାରେ ମେଡିକାଲ ସୁବିଧା ପର୍ଯ୍ୟାପ୍ତ ଭାବରେ ରହିଛି ଓ ଦୁଇଟି ବେସରକାରୀ ଇଂଜିନିଯରିଂ କଲେଜ ମଧ୍ୟ ରହିଛି ।
Demographics
ଏଠାରେ 2011 ମସିହା ଜନଗଣନା ଅନୁସାରେ ଲୋକସଂଖ୍ୟା 316,874ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା 53 %ଥିବା ସ୍ଥଳେ ମହିଳା ସଂଖ୍ୟା 47%ଥିଲା । ଏଠାରେ ସାକ୍ଷ୍ୟରତା ହାର 86.62% ରହିଥିଲା , ଯାହା ଜାତୀୟ ହାର ଠାରୁ ଅଧିକ । ଏଠାରେ ପୁରୁଷ ସାକ୍ଷ୍ୟରତା ହାର 91.56% ଥିବା ବେଳେ ମହିଳା ସାକ୍ଷ୍ୟରତା ହାର 81.29% ଥିଲା । 6 ବର୍ଷ ରୁ କମ ଆବାଦୀ 12% ଥିଲା । [୧]
ଯାତାୟାତ
ଏଠାରୁ ଜାମସେଦପୁର କୁ ବସ ସେବା ବହୁଳ ଭାବରେ ରହିଛି ଓ ଟାଟାନଗର ଜଙ୍କସନ ଏହାର ନିକଟବର୍ତି ରେଳ ଷ୍ଟେସନ ।
References
- ↑ "Population of Mango". Retrieved December 8, 2012.