Jump to content

ତାମ୍ରଲିପ୍ତ

ଉଇକିପିଡ଼ିଆ‌ରୁ
୧୯:୩୩, ୧ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Tamralipta") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Tamralipti shown in eastern India, c. 375 CE

ତାମ୍ରଲିପ୍ତ ,ବଙ୍ଗୋପସାଗର ରେ ଅବସ୍ଥିତ ଥିବା ଏକ ପ୍ରାଚୀନ ଦ୍ଵିପ । ଆଧୁନିକ ଭାରତ ରେ ଏହା ପଶ୍ଚିମ ବଙ୍ଗ ର ମେଦିନୀପୁର ଜିଲ୍ଲା ଅଧୀନ ରେ ରହିଛି । ପୁରାତତ୍ଵ ର ବିଦ୍ଵାନ ମାନଙ୍କ ମତ ରେ ଏହା ପ୍ରାଚୀନ କାଳ ରେ ଓଡିଶା []ଅଧୀନ ରେ ଥିଲା । ବିଶ୍ଵାସ କରାଯାଏ ଯେ ତାମ୍ରଲିପ୍ତ ଦକ୍ଷିଣ ଭାରତ ଓ ଦକ୍ଷିଣ -ପୂର୍ବ ଭାରତ[] ର  ର ମୌର୍ଯ୍ୟ ସାମ୍ଭରାଜ୍ୟ ର ବାଣିଜ୍ୟ ପଥ ର ଶେଷ ଅଂଶ ଥିଲା । ମୋଗଲମାରୀ ଠାରେ ଖନନ ଦ୍ଵାରା ଜଣାପଡେ ଯେ ଚୀନ ପରିବ୍ରାଜକ ଫା ହିଏନ[] କହିଥିବା ବୌଦ୍ଧ ବିହାର ସେହି ଆଞ୍ଚଳରେ ଥିଲା । ଏହା ରୂପନାରାୟଣ ନଦୀ ତୀର ରେ ଥିଲା ।ମହାଭାରତ ରେ ଏହି ସ୍ଥାନ ଭୀମା ଅଧିଗ୍ରହଣ କରିଥିବା ଉଲ୍ଲେଖ ରହିଛି । ଏହା ସେ ସମୟ ର ସମସ୍ତ ମୁଖ୍ୟ ସ୍ଥାନ ସହ ସଡକ ଦ୍ଵାରା ସଂଯୁକ୍ତ ଥିଲା ।  []

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. Ports of Ancient Odisha - Odisha Review - Odissa Government
  2. {{cite web}}: Empty citation (help)
  3. Shankar Chattopadhay, Suhrid (22 February 2013). "Unearthing a culture". Frontline. Retrieved 2 November 2013.
  4. Ports of Ancient Odisha - Odisha Review - Odissa Government