ତାମ୍ରଲିପ୍ତ

ଉଇକିପିଡ଼ିଆ‌ରୁ
Tamralipti shown in eastern India, c. 375 CE

ତାମ୍ରଲିପ୍ତ ,ବଙ୍ଗୋପସାଗରରେ ଅବସ୍ଥିତ ଏକ ପ୍ରାଚୀନ ଦ୍ୱିପ । ଆଧୁନିକ ଭାରତରେ ଏହା ପଶ୍ଚିମ ବଙ୍ଗର ମେଦିନୀପୁର ଜିଲ୍ଲା ଅଧୀନରେ ରହିଛି । ପୁରାତନ ବିଦ୍ୱାନମାନଙ୍କ ମତରେ ଏହା ପ୍ରାଚୀନ କାଳରେ ଓଡ଼ିଶା [୧]ଅଧୀନରେ ଥିଲା । ବିଶ୍ୱାସ କରାଯାଏ ଯେ ତାମ୍ରଲିପ୍ତ ଦକ୍ଷିଣ ଭାରତ ଓ ଦକ୍ଷିଣ-ପୂର୍ବ ଭାରତରର ମୌର୍ଯ୍ୟ ସାମ୍ରାଜ୍ୟ ରାଜ୍ୟର ବାଣିଜ୍ୟ ପଥର ଶେଷ ଅଂଶ ଥିଲା । ମୋଗଲମାରୀଠାରେ ଖନନଦ୍ୱାରା ଜଣାପଡେ ଯେ ଚୀନ ପରିବ୍ରାଜକ ଫା ହିଏନ[୨] କହିଥିବା ବୌଦ୍ଧ ବିହାର ସେହି ଆଞ୍ଚଳରେ ଥିଲା । ଏହା ରୂପନାରାୟଣ ନଦୀ ତୀରରେ ଥିଲା । ମହାଭାରତରେ ଏହି ସ୍ଥାନ ଭୀମା ଅଧିଗ୍ରହଣ କରିଥିବା ଉଲ୍ଲେଖ ରହିଛି । ଏହା ସେ ସମୟର ସମସ୍ତ ମୁଖ୍ୟ ସ୍ଥାନ ସହ ସଡକଦ୍ୱାରା ସଂଯୁକ୍ତ ଥିଲା ।  [୩]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର [ସମ୍ପାଦନା]

  1. Ports of Ancient Odisha - Odisha Review - Odissa Government
  2. Shankar Chattopadhay, Suhrid (22 February 2013). "Unearthing a culture". Frontline. Retrieved 2 November 2013.
  3. Ports of Ancient Odisha - Odisha Review - Odissa Government