ଭୂମିଜ ଜାତି
ସମୁଦାୟ ଜନସଂଖ୍ୟା | |
---|---|
800,000+ | |
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ | |
West Bengal | 336,436 |
Odisha | 240,000+ |
Jharkhand | 160,000+ |
ଭାଷାସମୂହ | |
Mundari | |
ଧର୍ମ | |
Hinduism, traditional beliefs | |
ସମ୍ବନ୍ଧିତ ସମ୍ପ୍ରଦାୟ | |
Mundas • Santals • Kols • Hos |
ଭୂମିଜ , ଭାରତୀୟ ରାଜ୍ୟ ଆସାମ , ଓଡିଶା ପଶ୍ଚିମ ବଙ୍ଗ ଓ ଝାରଖଣ୍ଡ ରେ ମୁଖ୍ଯତଃ ରହୁଥିବା ଆଦିବାସୀ ଜନଜାତି ର ଲୋକ । ସେମାନେ ଆଉସ୍ତ୍ରୋସିୟ ମୁଣ୍ଡରୀ ଭାଷା ରେ କଥା ବାରତା ହୁଅନ୍ତି । ଏହି ଭାଷା ରେ କିଛି ବଙ୍ଗାଳୀ ମଧ୍ୟ ମିଶ୍ରିତ ହେଇଥାଏ ।
2001 ମସିହା ଜନଗଣନା ଅନୁସାରେ ପଶ୍ଚିମ ବଙ୍ଗ ରେ ସେମାନଙ୍କ ସଂଖ୍ୟା 336,436 ରହିଥିଲା । [୧] ଓଡିଶା ରାଜ୍ୟ ରେ ସେମାନଙ୍କ ସଂଖ୍ୟା 248,144 ରୁ 321,592 ମଧ୍ୟ ରେ ଥିଲା । .[୨] ଝାଡ଼ଖଣ୍ଡ ରେ ଭୂମିଜ ମାନେ ଜନଜାତି ମଧ୍ୟ ରେ ଅଷ୍ଟମ ସ୍ଥାନ ରେ ଥିଲେ ଓ ତାହା 164,022 ରୁ 192,024 ମଧ୍ୟ ରେ ଥିଲା । .[୩] ଭୂମିଜ ମାନଙ୍କ ସଂଖ୍ୟା ଆସାମ ରେ 150000 ଥିଲା ।ଭୂମିଜ ମାନେ ଭୂମିପୁତ୍ର ଥିଲେ ଓ ସେମାନେ ହିଦୁତ୍ଵ କୁ ବରଣ କରିଥିଲେ । [୪] କୋଳ ଜାତିର ଭୂମିଜ ମାନେ " ସିଂହ" ଉପନାମ ଗ୍ରହଣ କରିଥାନ୍ତି '[୫]
ପଶ୍ଚିମ ବଙ୍ଗ ର ଭୂମିଜ
ପଶ୍ଚିମ ବଙ୍ଗ ର ପଶ୍ଚିମାଞ୍ଚଳ ଜିଲ୍ଲା ମାନଙ୍କରେ ଭୂମିଜ ମାନେ ରହନ୍ତି । ଯଦିଓ ଆଦିବାସୀ ମାନଙ୍କ ମଧ୍ୟ ରେ ଭୂମିଜ ଜାତୀୟ ଆଦିବାସୀ ଙ୍କ ସଂଖ୍ୟା ସେଠାରେ ତୃତୀୟ ସ୍ଥାନ ରେ ତ5ଅଥାପି ତାଙ୍କ ସଂଖ୍ୟା ଉଲ୍ଲେଖନୀୟ । ସେମାନେ ବର୍ତମାନ ଧଳା ଭୂମ , ବାର ଭୂମା ଓ ବାଘମୁଣ୍ଡି ଅଞ୍ଚଳ ରେ ରହନ୍ତି । [୬]
ଛୋଟନାଗପୁର ମାଳ ଅଞ୍ଚଳ ରେ ରହୁଥିବା ଭୂମିଜ ମାନେ ମାନ୍ଦାରୀ ଭାଷା କହିଥାନ୍ତି । କିନ୍ତୁ ଭିତର ଅଞ୍ଚଳ ରେ ବଙ୍ଗାଳୀ ଭାଷା ର ପ୍ରାଧାନ୍ୟ ଦେଖାଯାଏ । ଅନେକ ଭୂମିଜ ଉନ୍ନତି କଳା ପରେ ନିଜକୁ କ୍ଷ୍ଯାତ୍ରିୟ ବୋଲି ପରିଚୟ ଦିଅନ୍ତି । .[୬]
ଆଧାର ସମୂହ
- ↑ "West Bengal: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
- ↑ "Orissa: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
- ↑ "Jharkhand: Data Highlights the Scheduled Tribes" (PDF). Census of India 2001. Census Commission of India. Retrieved 2009-08-30.
- ↑ "Bhumij Adivasi". Retrieved 2009-08-30.
- ↑ "Bhumij Kols". Retrieved 2009-08-30.
- ↑ ୬.୦ ୬.୧ Ghosh, Binoy, Paschim Banger Sanskriti, (in Bengali), part I, 1976 edition, pp. 423-434, Prakash Bhaban