Jump to content

ଚିତ୍ରାକୁଟ ଧାମ

ଉଇକିପିଡ଼ିଆ‌ରୁ
୨୧:୪୭, ୩୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Chitrakoot Dham (Karwi)") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Chitrakoot Dham
akash mishra
Karwi
city
CountryIndia
StateUttar Pradesh
DistrictChitrakoot
Government
 • ChairmanNeelam Karwaria
Population
 (2001)
 • Total୪୮,୮୫୩
Languages
Time zoneUTC+5:30 (IST)
PIN
210205
Telephone code05198
ଯାନବାହାନ ପଞ୍ଚୀକରଣUP-96
Websitewww.chitrakoot.nic.in

ଚିତ୍ରାକୁଟ ଧାମ ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶ ର ଚିତ୍ରାକୁଟ ଜିଲ୍ଲା ର ଏକ ସହର ଓ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥଳ । 

ଇତିହାସ 

ଅତୀତ ରେ କେରବି ସହର ବାନ୍ଦା ଜିଲ୍ଲା ରେ ରହିଥିଲା । ପରେ ଚିତ୍ରାକୁଟ କୁ 1997 ମସିହା ରେ ସ୍ଵତନ୍ତ୍ର ଜିଲ୍ଲା ର ମାନ୍ୟତା ଦିଆଗଲା ।ଏହି ସହର ସମ ନାମ ରେ ଥିବା ଜିଲ୍ଲା ର ମୁଖ୍ୟାଳୟ ।  

ଭୌଗୋଳିକ ଅବସ୍ଥିତି 

ଚିତ୍ରାକୁଟ ସହର ର ଭୌଗୋଳିକ ଅବସ୍ଥିତି ଠାରେ । ଏହାର ଉତ୍ତର ରେ କୌଶମ୍ବି , ଦକ୍ଷିଣ ରେ ସତନା , ଓ ରେୱା ପୂର୍ବ ରେ ଆଲାହାବାଦ , ପଶ୍ଚିମ ରେ ବାନ୍ଦା ରହିଛି । ଚିତ୍ରାକୁଟ ମନ୍ଦାକିନ ନଦୀ ତୀର ରେ ରହିଛି । 

ଜନ ଆବାଦୀ 

2001 ଜନଗଣନା ଅନୁସାରେ ଏଠାରେ ଜନସଂଖ୍ୟା  48,853 ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା54 % ଥିବା ବେଳେ ମହିଳା ସଂଖ୍ୟା 46% ଥିଲା । ଏଠାରେ ସାକ୍ଷ୍ୟରତା ହାର67 %  ଥିଲା । 6 ବର୍ଷ ରୁ କମ ଆବାଦୀ 16 %  ରହିଥିଲା । 

ଶିକ୍ଷ୍ୟା

  • ଏଠାରେ ମହାତ୍ମା ଗାନ୍ଧୀ ଗ୍ରାମୋଦୟ ବିଶ୍ୱବିଦ୍ୟାଳୟ ସହ ଜଗଦ୍ଗୁରୁ ରାମଭଦ୍ରାଚାର୍ଜ୍ୟ ଶାରୀରିକ ଅକ୍ଷମ ବିଶ୍ୱବିଦ୍ୟାଳୟ , ଯାହା ଭାରତ ରେ ଅନନ୍ୟ , ସହ ଅନେକ ମହାବିଦ୍ୟାଳୟ ଓ ବିଦ୍ୟାଳୟ ରହିଛି । 

ଯାତାୟାତ 

ଏହା ଦେଇ ଜାତୀୟ ରାଜପଥ 76 ଯାଇଛି । ଏଠାରେ ମାନିକପୁର - ଝାଁସୀ ମୁଖ୍ୟ ରେଳପଥ ଯାଇ ଚିତ୍ରାକୁଟ ଷ୍ଟେସନ ରହିଛି । ଏଠାରୁ ଭାରତ ର ସମସ୍ତ ମୁଖ୍ୟ ସହର କୁ ରେଳ ଯୋଗାଯୋଗ ରହିଛି । ଏହାର ନିକଟସ୍ଥ ବିମାନ ବନ୍ଦର ଆଲାହାବାଦ 120 କିଲୋମିଟର ଦୂର ରେ । 

ପର୍ଯ୍ୟଟନ ସ୍ଥଳୀ 

ରାମଘାଟ: ଏହା ଏଠାରେ ମୁଖ୍ୟ ଘାଟ । ନଉକା ଯୋଗେ ଏଠାରୁ ଭ୍ରମଣ କରାଯାଇଥାଏ । ଏଠାରୁ କଦମଗିରି ପରିକ୍ରମା କରିହୁଏ । ନିକଟସ୍ଥ ହନୁମାନ ଧାରା ପର୍ବତ ରେ ତ୍ରିମୂଖୀ ହନୁମାନ ମନ୍ଦିର , ପଞ୍ଚମୁଖୀ ହନୁମାନ ମନ୍ଦିର ଓ ସୀତା ରସୋଇ ପର୍ଯ୍ୟଟକ ଓ ଧାର୍ମିକ ସ୍ଥଳୀ ଭାବରେ ରହିଛି । ସେଠାରେ ଗୁପ୍ତ ଗୋଦାବରୀ ଗୁମ୍ଫା ମଧ୍ୟ ଏକ ପ୍ରାଚୀନ ଦର୍ଶନୀୟ ସ୍ଥାନ । 

ଆଧାର ସମୂହ 

ବାହ୍ୟ ସଂଯୋଗ