ଉଦୟିନ
ଦେଖଣା
ରାଜା ଉଦୟିନ ଖ୍ରୀଷ୍ଟପୂର୍ବ 460 ମସିହା ରୁ ଖ୍ରୀସ୍ତ୍ତପୂର୍ବ 440 ମସିହା ଯାଏ ଭାରତୀୟ ରାଜ୍ୟ ମଗଧ କୁ ଶାସନ କରିଥିଲେ । ସେ ହରୟାଙ୍କା ରାଜବଂଶ ର ଥିଲେ । ତାଙ୍କ ପିତା ଅଜାତଶତ୍ରୁ ଓ ପିତାମହ ବିମ୍ବିସାର[୧] ଥିଲେ । ରାଜା ଉଦୟିନ ସୋନା ଓ ଗଙ୍ଗା ନଦୀ ର ସାଙ୍ଗମା ସ୍ଥଳ ରେ ପାଟଳିପୁତ୍ର ସହର ସ୍ଥାପନ କରିଥିଲେ ଓ ଏଠାକୁ ନିଜର ରାଜଧାନୀ କରିଥିଲେ । ଏହା ତାଙ୍କର ରାଜ୍ୟ ର କେନ୍ଦ୍ର ସ୍ଥଳ ରେ ଥିଲା । ତାଙ୍କ ଅନ୍ତେ ର୍ଟଙ୍କ ପୁତ୍ର ଅନିରୁଧ୍ହ ମଗଧ ର ଶାସନ ଭାର ନେଇଥିଲେ । [୨]
ଆଧାର ସମୂହ
- ↑ Agnihotri, V.K. Indian History. Allied Publishers. p. 168.
- ↑ Nath Sen, Sailendra (1999). Ancient Indian History and Civilization. New Age International. p. 114.