ଉଦୟିନ
ଦେଖଣା
| ଉଦୟିନ | |
|---|---|
Ruler of Magadha
| |
| ଶାସନକାଳ | c. 460 – c. 440 BCE |
| ପୂର୍ବାଧିକାରୀ | Ajatashatru |
| ଉତ୍ତରାଧିକାରୀ | Anuruddha |
| Dynasty | Haryanka |
| ବାପା | Ajatashatru |
| ଜନ୍ମ | 5th century BC |
| ମୃତ୍ୟ | 440 BCE |
ରାଜା ଉଦୟିନ ଖ୍ରୀଷ୍ଟପୂର୍ବ 460 ମସିହାରୁ ଖ୍ରୀଷ୍ଟପୂର୍ବ 440 ମସିହା ଯାଏ ଭାରତୀୟ ରାଜ୍ୟ ମଗଧକୁ ଶାସନ କରିଥିଲେ । ସେ ହରୟାଙ୍କା ରାଜବଂଶର ଥିଲେ । ତାଙ୍କ ପିତା ଅଜାତଶତ୍ରୁ ଓ ପିତାମହ ବିମ୍ବିସାର[୧] ଥିଲେ । ରାଜା ଉଦୟିନ ସୋନା ଓ ଗଙ୍ଗା ନଦୀର ସାଙ୍ଗମା ସ୍ଥଳରେ ପାଟଳିପୁତ୍ର ସହର ସ୍ଥାପନ କରିଥିଲେ ଓ ଏଠାକୁ ନିଜର ରାଜଧାନୀ କରିଥିଲେ । ଏହା ତାଙ୍କର ରାଜ୍ୟର କେନ୍ଦ୍ର ସ୍ଥଳରେ ଥିଲା । ତାଙ୍କ ଅନ୍ତେ ର୍ଟଙ୍କ ପୁତ୍ର ଅନିରୁଧ୍ହ ମଗଧର ଶାସନ ଭାର ନେଇଥିଲେ । [୨]
ଆଧାର
[ସମ୍ପାଦନା]- ↑ Agnihotri, V.K. Indian History. Allied Publishers. p. 168.
- ↑ Nath Sen, Sailendra (1999). Ancient Indian History and Civilization. New Age International. p. 114.