ଉଦୟିନ

ଉଇକିପିଡ଼ିଆ‌ରୁ

ଉଦୟିନ
Ruler of Magadha
ଶାସନକାଳ c. 460 – c. 440 BCE
ପୂର୍ବାଧିକାରୀ Ajatashatru
ଉତ୍ତରାଧିକାରୀ Anuruddha
Dynasty Haryanka
ବାପା Ajatashatru
ଜନ୍ମ 5th century BC
ମୃତ୍ୟ 440 BCE

ରାଜା ଉଦୟିନ  ଖ୍ରୀଷ୍ଟପୂର୍ବ 460 ମସିହାରୁ ଖ୍ରୀଷ୍ଟପୂର୍ବ 440 ମସିହା ଯାଏ ଭାରତୀୟ ରାଜ୍ୟ ମଗଧକୁ ଶାସନ କରିଥିଲେ । ସେ ହରୟାଙ୍କା ରାଜବଂଶର ଥିଲେ । ତାଙ୍କ ପିତା ଅଜାତଶତ୍ରୁ ଓ ପିତାମହ ବିମ୍ବିସାର[୧]  ଥିଲେ । ରାଜା ଉଦୟିନ ସୋନା ଓ ଗଙ୍ଗା ନଦୀର ସାଙ୍ଗମା ସ୍ଥଳରେ ପାଟଳିପୁତ୍ର ସହର ସ୍ଥାପନ କରିଥିଲେ ଓ ଏଠାକୁ ନିଜର ରାଜଧାନୀ କରିଥିଲେ । ଏହା ତାଙ୍କର ରାଜ୍ୟର କେନ୍ଦ୍ର ସ୍ଥଳରେ ଥିଲା । ତାଙ୍କ ଅନ୍ତେ ର୍ଟଙ୍କ ପୁତ୍ର ଅନିରୁଧ୍ହ ମଗଧର ଶାସନ ଭାର ନେଇଥିଲେ । [୨]

ଆଧାର [ସମ୍ପାଦନା]

  1. Agnihotri, V.K. Indian History. Allied Publishers. p. 168.
  2. Nath Sen, Sailendra (1999). Ancient Indian History and Civilization. New Age International. p. 114.