Jump to content

ଦାଗନା ଜିଲ୍ଲା , ଭୁଟାନ

ଉଇକିପିଡ଼ିଆ‌ରୁ
୨୨:୩୨, ୨୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Dagana District") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Location of Dagana dzongkhag within Bhutan

ଦାଗଣା ଜିଲ୍ଲା  (Dzongkha: དར་དཀར་ན་རྫོང་ཁག་; Wylie: )ଭୁଟାନ ର 20 ଟି ଜିଲ୍ଲା ମଧ୍ୟ ରୁ ଅନ୍ୟତମ । ଲୋକ କଥା ଅନୁସାରେ ଦାଗନା  ର ଲୋକ ମାନେ ଅରାଜକତା ଭିତରେ 17 ଶ ଶତାବ୍ଦୀ ଯାଏ ରହୁଥିଲେ । ଶାସକ ଝେବ୍ଦୃଙ୍ଗ ସୈନ୍ୟ ପଠେଇ ଦାଗନା କୁ ନିଜ ନିୟନ୍ତ୍ରଣ କୁ ନେଇଥିଲେ । 

ଭାଷା 

ଦାଗନା ରେ ସାଧାରଣତଃ ଯୋଙ୍ଖା ଭାଷା କୁହାଯାଇଥାଏ ,କିନ୍ତୁ ଦକ୍ଷିଣ ପୂର୍ବ ଅଞ୍ଚଳ ରେ ନେପାଲୀ ଭାଷା ମଧ୍ୟ କୁହାଯାଇଥାଏ ।  

ଜଳବାଯୁ 

ଭୁଟାନ ଅନନ୍ୟ ଅଞ୍ଚଳ ପରି ଏଠାରେ ମଧ୍ୟ ସଂରକ୍ଷିତ ଅଞ୍ଚଳ ରହିଥାଏ । ଏହାର ଭାରତ ସହ ଦକ୍ଷିଣ ପୂର୍ବ ଅଞ୍ଚଳ ରେ ଥିବା ସୀମା ରେ ଫିବ୍ସୂ ବନ୍ୟାପ୍ରାଣୀ ଅଭୟାରଣ୍ୟ ରହିଛି । ଏଠାରେ ଜନବସତି ନାହି । [][]

g.[]

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. http://www.pc.gov.bt/fyp/Dzongkhags/Sarpang.pdf

ବାହ୍ୟ ସଂଯୋଗ