ଦାଗନା ଜିଲ୍ଲା , ଭୁଟାନ

Location of Dagana dzongkhag within Bhutan
ଦାଗଣା ଜିଲ୍ଲା (Dzongkha: དར་དཀར་ན་རྫོང་ཁག) ଭୁଟାନର 20ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଲୋକ କଥା ଅନୁସାରେ ଦାଗନା ର ଲୋକମାନେ ଅରାଜକତା ଭିତରେ 17 ଶ ଶତାବ୍ଦୀ ଯାଏ ରହୁଥିଲେ । ଶାସକ ଝେବ୍ଦୃଙ୍ଗ ସୈନ୍ୟ ପଠେଇ ଦାଗନାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ।
ଭାଷା [ସମ୍ପାଦନା]
ଦାଗନାରେ ସାଧାରଣତଃ ଯୋଙ୍ଖା ଭାଷା କୁହାଯାଇଥାଏ ,କିନ୍ତୁ ଦକ୍ଷିଣ ପୂର୍ବ ଅଞ୍ଚଳରେ ନେପାଲୀ ଭାଷା ମଧ୍ୟ କୁହାଯାଇଥାଏ ।
ଜଳବାଯୁ [ସମ୍ପାଦନା]
ଭୁଟାନ ଅନନ୍ୟ ଅଞ୍ଚଳ ପରି ଏଠାରେ ମଧ୍ୟ ସଂରକ୍ଷିତ ଅଞ୍ଚଳ ରହିଥାଏ । ଏହାର ଭାରତ ସହ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିବା ସୀମାରେ ଫିବ୍ସୂ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି । ଏଠାରେ ଜନବସତି ନାହି । [୧]
g.[୨]
ଆଧାର [ସମ୍ପାଦନା]
- ↑
{{cite web}}
: Empty citation (help) - ↑ http://www.pc.gov.bt/fyp/Dzongkhags/Sarpang.pdf
ବାହାର ଲିଙ୍କ [ସମ୍ପାଦନା]
- Official dzongkha profile with map of gewogs