ଦାଗନା ଜିଲ୍ଲା , ଭୁଟାନ
ଦେଖଣା
ଦାଗଣା ଜିଲ୍ଲା (Dzongkha: དར་དཀར་ན་རྫོང་ཁག) ଭୁଟାନର 20ଟି ଜିଲ୍ଲା ମଧ୍ୟରୁ ଅନ୍ୟତମ । ଲୋକ କଥା ଅନୁସାରେ ଦାଗନା ର ଲୋକମାନେ ଅରାଜକତା ଭିତରେ 17 ଶ ଶତାବ୍ଦୀ ଯାଏ ରହୁଥିଲେ । ଶାସକ ଝେବ୍ଦୃଙ୍ଗ ସୈନ୍ୟ ପଠେଇ ଦାଗନାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ ।
ଭାଷା
[ସମ୍ପାଦନା]ଦାଗନାରେ ସାଧାରଣତଃ ଯୋଙ୍ଖା ଭାଷା କୁହାଯାଇଥାଏ ,କିନ୍ତୁ ଦକ୍ଷିଣ ପୂର୍ବ ଅଞ୍ଚଳରେ ନେପାଲୀ ଭାଷା ମଧ୍ୟ କୁହାଯାଇଥାଏ ।
ଜଳବାଯୁ
[ସମ୍ପାଦନା]ଭୁଟାନ ଅନନ୍ୟ ଅଞ୍ଚଳ ପରି ଏଠାରେ ମଧ୍ୟ ସଂରକ୍ଷିତ ଅଞ୍ଚଳ ରହିଥାଏ । ଏହାର ଭାରତ ସହ ଦକ୍ଷିଣ ପୂର୍ବ ଅଞ୍ଚଳରେ ଥିବା ସୀମାରେ ଫିବ୍ସୂ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି । ଏଠାରେ ଜନବସତି ନାହି । [୧]
g.[୨]
ଆଧାର
[ସମ୍ପାଦନା]- ↑
{{cite web}}
: Empty citation (help) - ↑ http://www.pc.gov.bt/fyp/Dzongkhags/Sarpang.pdf[permanent dead link]
ବାହାର ଲିଙ୍କ
[ସମ୍ପାଦନା]- Official dzongkha profile[permanent dead link] with map of gewogs