Jump to content

ବିଜୁ ଏକ୍ସପ୍ରେସୱେ

ଉଇକିପିଡ଼ିଆ‌ରୁ
୧୩:୫୪, ୨୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Biju Expressway") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Biju Expressway
Route information
Length:650 km (୪୦୦ mi)
Major junctions
From:Jagdalpur
To:Rourkela
Highway system

ଭାରତୀୟ ସଡ଼କ ପରିବହନ

ଜାତୀୟ •  • ରାଜ୍ୟ

ବିଜୁ ଏକ୍ସପ୍ରେସୱେ , ଏକ ନିର୍ମାଣାଧୀନ ପ୍ରେସୱେ [] ଏହାର ସମୁଦାଯ ଦୈର୍ଘ୍ୟ 650 କିଲୋମିଟର  .[] ଏହା କୋରାପୁଟ ଜିଲ୍ଲା ଆରା ସୀମାବର୍ତୀ ସହର ଚାନ୍ଦଲି ଠାରୁ ଆରମ୍ଭ ହେଇ ସୀମା ବାରଟି କୋତପାଦ  , ବୋରୀଗୁମା , ନବରଙ୍ଗପୁର , ପାପଡାହାଣ୍ଡି , ଅମବାପାଣି ଗୋଡଭାଗା , ଧରମଗଡ , ସିନାପାଲୀ ନୂଆପଡା ପାଇକମାଳ , ପଦ୍ମପୁର , ଷୋହେଲା , ସମ୍ବଲପୁର , ଝାରସୁଗୁଡା ଦେଇ ରାଉରକେଳା  ଠାରେ ସମାପ୍ତ ହେବ । []

ଏହି [ରକଳ୍ପ ର ସମୁଦାଯ ଖରଚ 3,530 କୋଟି ହେଇଥିବା ବେଳେ ଏହା ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହଉଛି ।ପ୍ରଥମ ସ୍ତର ରେ 254 କିଲୋମିଟର ବର୍ତମାନ ଥିବା ରାଜପଥ କୁ 4-ଲେନ ବିଶିଷ୍ଟ କରାଯାଉଛି । ଅବଶିଷ୍ଟ 402 କିଲୋମିଟର 2-ଲେନ ରହି ପରେ ସେଥିରୁ ଶେଷ 258 କିଲୋମିଟର 4-ଲେନ ବିଶିଷ୍ଟ କରାଯିବ ।  []

ପ୍ରଥମ ସ୍ତର 2017 ମଯ ସୁଦ୍ଧା ସମାପ୍ତ ହେବ ଓ 2 ୟ ସ୍ତର 2019 ରେ ଶେଷ ହେବ । ଏହି ରାସ୍ତା ପୂର୍ଣା କାର୍ଯ୍ୟକାରୀ ହେଲେ ଯାତ୍ରା ସମୟ 13 ଘଣ୍ଟା ରୁ 6 ଘଣ୍ଟା  କମିଯିବ । 

307 କିଲୋମିଟର ପଥ 4 ଲେନ ର ଷ୍ଟାଣ୍ଡାର୍ଡ ରାସ୍ତା ହେବା ସହ 160 କିଲୋମିଟର ସମ୍ବଲପୁର -ରାଉରକେଲା ଭାଗ ପବ୍ଲିକ -ପ୍ରାୟଭେଟ ଭାଗୀଦାରୀ ରେ ହେବ । 

ଆଧାର ସମୂହ 

  1. {{cite web}}: Empty citation (help)
  2. {{cite web}}: Empty citation (help)
  3. {{cite web}}: Empty citation (help)
  4. "Naveen Patnaik launches Rs 3,200cr Biju Expressway project". The Times of India.