Jump to content

ନାମେରି ଜାତୀୟ ପାର୍କ

ଉଇକିପିଡ଼ିଆ‌ରୁ
୧୭:୦୧, ୧୫ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Nameri National Park") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Nameri National Park
IUCN Category II (National Park)
Nameri National Park
Map showing the location of Nameri National Park.
Map showing the location of Nameri National Park.
ଅବସ୍ଥାନSonitpur Assam India
ପାଖ ସହରTezpur, India
କ୍ଷେତ୍ରଫଳ200 km2 (77.2 sq mi)
ସ୍ଥାପିତ1978
ପରିଚାଳନାMinistry of Environment and Forests, Government of India

ନାମେରି ଜାତୀୟ ପାର୍କ  ଭାରତୀୟ ରାଜ୍ୟ ଆସାମ ର ସୋନିତପୁର ଜିଲ୍ଲା ରେ ପୂର୍ବ ହିମାଲୟ ପର୍ବତ ର ପଦ ଦେଶ ରେ ଥିବା ଏକ ଜାତୀୟ ପାର୍କ । ଏହା ସୋନ୍ତପୁର ଠାରୁ ପ୍ରାୟ 35 କିଲୋମିଟର ଦୁରବର୍ତୀ । ନିକଟସ୍ଥ ଗ୍ରାମ ଚାରିଦୁଆର ଠାରୁଏହା 9 କିଲୋମିଟର ଦୂର ରେ ରହିଛି । []

ମାନେରୀ ର ଉତ୍ତର ରେ ଅରୁଣାଚଳ ପ୍ରଦେଶ ର ପାଖୁଇ  ବନ୍ୟାପ୍ରାଣୀ ଅଭୟାରଣ୍ୟ ରହିଛି ।ଉଭୟ ମିଶି ପ୍ରାୟ 1000 ବର୍ଗ କିଲୋମିଟର ସ୍ଥାନ ରେ ରହିଛି । ଏହା ମଧ୍ୟ ରୁ ନାମେରି ର ଅଞ୍ଚଳ 200 ବର୍ଗକିଲୋମିଟର ।  []

ବ୍ୟୁପତ୍ତି 

1978 ଅକ୍ଟୋବର 17 ତାରିଖ ରେ ଏହା ଜଙ୍ଗଲ ରିଜର୍ଭ ଭାବରେ ସ୍ବୀକୃତି ପାଇଥିଲା । ଏହା 1985 ମସିହା ରେ ନାମେରି ଅଭୟାରଣ୍ୟ ଭାବରେ 137 ବର୍ଗ କିଲୋମିଟର ସ୍ଥାନ କୁ ନେଇ ହେଇଥିଲା । ସେତେବେଲୀଠାରୁ ବହୁ ସଂଖ୍ୟା ରେ ବୃକ୍ଷ କଟା ଯାଉଥିଲା । ଏହା ପରେ 1998 ମସିହା ରେ ଏହା ସହ ଆହୁରି 75 ବର୍ଗ କିଲୋମିଟର ଅଞ୍ଚଳ ଯୋଡା ହେଇ ତାହାକୁ ଜାତୀୟ ପାର୍କ ଭାବେ ଗ୍ରହଣ କରାଗଲା । 

ଏହା ମଧ୍ୟ ଦେଇ ପ୍ରସିଦ୍ଧ ଜିଆ ଭୋରୋଲି ନଦୀ ଯାଇଛି । ଏହି ନଦୀ ଅଞ୍ଚଳ ରେ ଇବିସ୍ବିଲ୍ଲ ନାମକ ସୁନ୍ଦର ପକ୍ଷୀ ଦେଖାଯାନ୍ତି । []

ନାମେରି ପାର୍କ ରେ ଇସିବିଲ ପକ୍ଷୀ 

ବୃକ୍ଷ ରାଜି 

ଏଠାରେ ଜଙ୍ଗଲ ଅରଧ ସବୁଜ । ମୃତ୍ତିକା ଆର୍ଦ୍ର ରହିଥାଏ । ଏଠାରେ ଘଞ୍ଚ ଅରଣ୍ୟ ରେ ବାଉଁଶ ଜାତୀୟ ବୃକ୍ଷୀ ବେସୀ ପରାୟମାନ ରେ ହୁଏ । ଏହା ବ୍ଯତୀତ ଅନନ୍ୟ ବୃକ୍ଷ ମଧ୍ୟ ରହିଥାଏ । .[]

ନାମେରି ଜାତୀୟ ପାର୍କ 

ପଶୁପକ୍ଷୀ 

ଏଠାରେ ବହୁ ସଂଖ୍ୟା ରେ ହାତୀ ରହିଥାନ୍ତି । ଏହା ବ୍ଯତୀତ ବାଘ , ଚିତାବାଘ , ସଂବର , ଗୌର ଭାଲୁ , ହିମାଳୟନ ଭାଲୁ ଆଦି ରହନ୍ତି । 

ନାମେରି ଜାତୀୟ ପାର୍କ ରେ ହାତୀ 

300 ରୁ ବେସୀ ପ୍ରଜାତି ର ପକ୍ଷୀ ଏଠାରେ ଦେଖାଯାଇଥାନ୍ତି । .[]

Nameri National Park

ପର୍ଯ୍ୟଟକ ଆକର୍ଷଣ 

  • ନଦୀ ଭ୍ରମଣ : ପାର୍କ ରେ ବହୁ ସଂଖ୍ୟା ରେ ନଦୀ ପ୍ରବାହିତ ହୁଏ । ଏହି ନଦୀ ମାନଙ୍କରେ ଗୋଲ୍ଡେନ ମଶର ନାମକ ମାଛ 3 ରୁ 9 ଫୁଟ ଯାଏ ଲମ୍ବ ହେଇଥାନ୍ତି । ତାହା ଧରିବାକୁ ଅନେକ ପର୍ଯ୍ୟଟକ ଆସନ୍ତି ଓ ନଉକା ରେ ମାଛ ଧରନ୍ତି । 
  • ନାମରି ନଦୀ ସୁନାବ୍ୟା  ହେଇଥିବାରୁ ନୌ ଚାଳନା ପାଇଁ ଉପଯୁକ୍ତ । 
  • ଟ୍ରେକିଙ୍ଗ - ଅରଣ୍ୟ ମଧ୍ୟ ରେ ଟ୍ରେକିଙ୍ଗ ପାଇଁ ମଧ୍ୟ ଉପଯୁକ୍ତ ସ୍ଥଳ ରହିଛି । 

ଆଧାର ସମୂହ 

  1. Tourism.webindia123.com
  2. ୨.୦ ୨.୧ {{cite web}}: Empty citation (help)
  3. {{cite web}}: Empty citation (help)
  4. {{cite web}}: Empty citation (help)

ବାହ୍ୟ ସଂଯୋଗ