ବିହାର ମିଉଜିଅମ
ଫାଇଲ:Bihar Museum logo.jpeg | |
ଅବସ୍ଥାନ | Patna, Bihar, India |
---|---|
ଦିଗବାରେଣୀ | 25°36′29″N 85°07′16″E / 25.6080702°N 85.1209921°E |
ପ୍ରକାର | Art museum |
ସ୍ୱତ୍ୱାଧିକାରୀ | Youth Art & Culture Dept., Government of Bihar[୧] |
ୱେବସାଇଟ | biharmuseum |
ବିହାର ମିଉଜିଅମ (Hindi: बिहार संग्रहालय) ଏକ ପ୍ରସ୍ତାବିତ ଅତ୍ୟାଧୁନିକ ମିଉଜିଅମ । .[୨] ଏହା ନିର୍ମିତ ଅବସ୍ଥା ରେ ରହିଛି । ଏହାକୁ ଆଂଶିକ ଭାବରେ 2015 ରେ ଖୋଲା ଯାଇଛି । .[୩] ବର୍ତମାନ ଗେଟ ନିକଟସ୍ଥ ପିଲାଙ୍କ ପାଇଁ ରହିଥିବା ମିଉଜିଅମ ଓ ଓରିଏଣ୍ଟାସନ ଥିଏଟର ଖୋଲା ଯାଇଛି । .[୪]
Iବିହାର ରାଜ୍ୟ ର ଇତିହାସ କୁ ପ୍ରଦର୍ଶନ ପାଇଁ ଏହି ମିଉଜିଅମ ର ନିର୍ମାଣ କରାଯାଉଛି । ,[୫] 2013 ମସିହା ରୁ ପାଟଣା ସହର ର ବାଇଲି ରୋଡ ଠାରେ 498 କୋଟି ବ୍ୟୟ ଅଟାକଳ ରେ ଏହାର ନିର୍ମାଣ କରାଯାଉଛି । .[୬] ଏହି ମିଉଜିଅମ ରେ ଏହି ଅଞ୍ଚଳ ର ହଜାର ହଜାର ବର୍ଷ ର ପ୍ରାଚୀନ ସଭ୍ୟତା କୁ ପ୍ରତିପାଦନ କରାଯିବ । .[୭][୮][୯]
Planning
ଏହା ଏକ 25,000 ବର୍ଗ ମିଟର ବିଶିଷ୍ଟ ମିଉଜିଅମ ଓ ବଜାର ହେବା ପାଇଁ ଯୋଜନା ରହିଛି । ଏଥିରେ "G+1" ଓ "G+4" ସ୍ତୃକ୍ଚର ରହିବ ।
ଏହାର ଡିଜାଇନ ଓ ନିର୍ମାଣ କାର୍ଯ୍ୟ ଜାପାନ ର ମିକି & ଆସୋସିଏଟ ଓ ମୁମ୍ବାଇ ର ଅପୋଲିସ ଅର୍ଚିଟେକ ଦ୍ଵାରା ହେବ । ଏଠାରେ 4 ଟି ସ୍ତର ର ଗଲେରୀ , ପ୍ରଶାସନିକ , ଶିକ୍ଷ୍ୟା ଓ ଲବି ଅଞ୍ଚଳ ରହିବା । [୧୦]
2011 ମସିହା ରେ ଭାରତ ସରକାର ଏହିପାଇଁ କାନାଡା ସ୍ଥିତ ଲର୍ଡ କଲ୍ଚରାଲ ରେସୋର୍ସ ନାମକ କମ୍ପାନୀ କୁ ପରମର୍ଶଦାତା ଭାବରେ ଚୁକ୍ତି କରିଛନ୍ତି । [୧୧] ଜାନୁଆରୀ 2012 ମସିହା ରୁ ବିହାର ରାଜ୍ୟ କେବିନେଟ ଜାପାନ ର ଅପୋଲିସ କମ୍ପାନୀ ଓ ତାହାର ମୁମ୍ବାଇ ସହଯୋଗୀ ଙ୍କୁ ଡିଜାଇନ ପ୍ରସ୍ତୁତ କରଟା ଭାବରେ ସ୍ବୀକୃତି ଦେଇଛନ୍ତି । [୮][୧୨]
Location
ଏହା ପାଟଣା ର ଦକ୍ଷିଣ ଅଞ୍ଚଳ ରେ ଥିବା ଜବାହରଲାଲ ମାର୍ଗ ଠାରେ ରହିବା । ଏଠାରେ 13.9 ଏକର[୫] ପରିମିତ ସ୍ଥାନ ଅଧିଗ୍ରହଣ କରାଯାଇଛି । ସେଠାରେ ସତଟି ପ୍ରାଚୀନ ଭାବନା ରେ ପୁରାତନ ମିଉଜିଅମ ରହିଛି । ସେହି ସବୁ କୁ ଭଙ୍ଗା ଯାଇ ନୂତନ ମିଉଜିଅମ ନିର୍ମିତ ହେବ । [୧୩]
ପୁନଶ୍ଚ ଦେଖଣା
ଆଧାର ସମୂହ
- ↑ "कैसा होगा बिहार का नया museum?, iconic museum in Patna, New Bihar Museum in Patna | Biharplus". Biharplus.in. Retrieved 2014-01-03.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ "Nitish Kumar inaugurates 'Bihar Museum'". Jagran Post. 8 August 2015. Retrieved 8 August 2015.
- ↑ ୫.୦ ୫.୧
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ ୮.୦ ୮.୧
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)