ଶହିଦ ସ୍ମୃତି , ପାଟଣା
Martyr's Memorial | |
---|---|
India | |
Used for those deceased {{{use_dates}}} | |
Established | August 15, 1947 |
Location | 25°36′28.77″N 85°10′03.06″E / 25.6079917°N 85.1675167°E near Patna, Bihar, India |
Designed by | Deviprasad Roychoudhury |
Total commemorated | Seven brave young men |
Burials by nation | |
Burials by war | |
To the Seven brave young men who sacrificed their lives in the Quit India movement, while attempting to hoist the national flag. | |
Statistics source: Official site of Patna |
ଶହିଦ ସ୍ମାରକୀ , ଭାରତୀୟ ରାଜ୍ୟ ବିହାର ରେ ଅବସ୍ଥିତ । ଏଠାରେ ଭାରତ ଛାଡ ଆନ୍ଦୋଳନ ( ଅଗଷ୍ଟ 1942 ) ରେ ସେକ୍ରେଟାରିୟଟ ଭାବନା ଉପରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଗଲା ବେଳେ ବ୍ରିଟିଶ ସେନା ଙ୍କ ହାତରେ ପ୍ରାଣବଳି ଦେଇଥିବା 7 ଜଣ ଯୁବକ ଙ୍କ ପ୍ରତିମୂର୍ତି ସ୍ଥାପିତ ହେଇଛି । ଏହି ସ୍ମାରକୀ ର ଭିତ୍ତିପ୍ରସ୍ଥର ବିହାର ର ତତ୍ କାଳୀନ ରାଜ୍ୟପାଳ ଜୟରାମ ଦାସ ଦଉଲତରାମ ଙ୍କ ଦ୍ଵାରା ଅଗଷ୍ଟ 15 , 1947 ରେ ସ୍ଵାଧୀନତା ଉତଶବ ଅବସର ରେ ଦିଆ ଯାଇଥିଲା । ସ୍ଥାପତ୍ୟ ଦେବିପ୍ରସାଦ ରାୟଚୌଧୁରୀ ଙ୍କ ଦ୍ଵାରା ନିର୍ମିତ ବ୍ରୋଞ୍ଜ ମୂର୍ତି ଗୁଡିକ ଇଟାଲୀ ରେ ଛାଞ୍ଚ ଦ୍ଵାରା ନିର୍ମିତ ହେଇ ସେଠାରେ ସ୍ଥାପନ କରାଯାଇଥିଲା । [୧]
ବର୍ତମାନ ପାଟଣା ର ସେକ୍ରେଟରିଆଟ ଭାବନା ସାମ୍ନା ରେ ଏହା ରହିଛି । .[୨][୩]
ପ୍ରଚ୍ଛଦ ଓ ନାମ
ଭାରତ ଛାଡ ଆନ୍ଦୋଳନ ବେଳେ ଗାନ୍ଧୀବାଦୀ ନେତା ଡାଃ ଅନୁଗ୍ରହ ନାରାୟଣ ଜାତୀୟ ପତାକା ଉଡେଇବାକୁ ଚେଷ୍ଟା କଳା ବେଳେ ବ୍ରିଟିଶ ମାନଙ୍କ ଦ୍ଵାରା ଗିରଫ ହେଇଥିଲେ । [୪] ସେହି ସମୟ ରେ 7 ଜଣ ଯୁବ ଛତ୍ର ଜାତୀୟ ପତାକା କୁ ଉଡେଇବା ପାଇଁ ବଦ୍ଧ ପରିକର ହେଇ ବ୍ରିଟିଶ ମାନଙ୍କ କର୍ଜୟାଳୟ ଉପରେ ତାହା କୁ ଲଗେଇବାକୁ ଗଲା ବେଳେ ସେମାନଙ୍କୁ ହତ୍ୟା କରା ଯାଇଥିଲା ।
- ଉମାକାନ୍ତ ପ୍ରସାଦ ସିଂହ - Ram Mohan Roy Seminary,class IX, Narendrapur, Saran
- ରାମାନନ୍ଦ ସିଂହ - Ram Mohan Roy Seminary, class IX, Sahadat Nagar (at present Dhanarua), Patna
- ସତୀଶ ପ୍ରସାଦ ଝା - Patna Collegiate School, class X, Khadahara, Bhagalpur
- ଜଗପତି କୁମାର - Bihar National College, 2nd year, Kharati, Aurangabad
- ଦେବିପଦ ଚୌଧୁରୀ - Miller High English School, class IX, Silhat, Jamalpur
- ରାଜେନ୍ଦ୍ର ସିଂହ - Patna High English School, matric class, Banwari Chak, Saran
- ରାମଗୋବିନ୍ଦ ସିଂହ - Punpun High English School, matric class IX, Dasharatha, Patna
ପୁନଶ୍ଚ ଦେଖାଣ
- Quit India Movement
ଆଧାର ସମୂହ
- ↑ http://patna.bih.nic.in/html/martyrs.htm
- ↑ http://www.mapsofindia.com/patna/places-of-interest/shaheed-smarak.html
- ↑ Lucent's Bihar General Knowledge, Lucent Publication, Page No- 76
- ↑ http://vidyasagar1995.blogspot.in/2014/08/11.html