ଗୁରୁଦ୍ୱାରା ଗୁରୁ କା ବାଗ
ଦେଖଣା
Gurdwara Guru ka Bagh | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Patna |
State | Bihar |
Country | India |
Architecture | |
Type | Gurdwara |
ଗୁରୁଦ୍ୱାରା ଗୁରୁ କା ବାଗ ଭାରତୀୟ ରାଜ୍ୟ ବିହାର ରେ ଅବସ୍ଥିତ । ଏହା ତଖତ ହରମନ୍ଦିର ସାହିବ ର 3 କିଲୋମିଟର ପୂର୍ବ ଦିଗ କୁ ଯେଉଁ ସ୍ଥାନ ରେ ଗୁରୁ ତେଘ ବାହାଦୁର ପ୍ରଥମେ ପାଟଣା ର ଜଣାଶୁଣା ବ୍ୟକ୍ତି ନବାବ ରହୀମ ବଖ୍ଶ ଓ କରିମ ବଖ୍ଶ ଙ୍କ ଉଦ୍ୟାନ ର ରହିଥିଲେ ସେଟାକୁ ପାଟଣା ର ସଙ୍ଗତ ଓ ତରୁଣା ଗୁରୁ ଗୋବିନ୍ଦ ସିଂହ ତାଙ୍କୁ ଭେଟିବାକୁ ଆସିଥିଲେ ସେଠାରେ ତାଙ୍କ ସମ୍ମାନାର୍ଥେ ଏହି ଗୁରୁଦ୍ୱାରା ସ୍ଥାପନ କରାଯାଇଥିଲା । ବର୍ତମାନ ର ଭାବନା 1970 0 1980 ମସିହା ରେ ପୁନର୍ନିର୍ମିତ ହେଇଥିଲା । ତେବେ ପ୍ରାଚୀନ ଭବନ ଏବେ ମଧ୍ୟ ବ୍ୟବହାର ହଉଛି । ଏଠାରେ ଏକ ଅଶୁଷ୍କ ଇମିଲି ବୃକ୍ଷ ଯାହା ତଳେ ସଙ୍ଗତ ଗୁରୁ ତେଘ ବାହାଦୁର ଙ୍କୁ ଭେଟିଥିଲେ ତାହା ମଧ୍ୟ ସ୍ମୃତି ଭାବରେ ରହିଛି ।
ପୁନଶ୍ଚ ଦେଖଣା
- Akal Takht
- Takht Sri Keshgarh Sahib
- Takht Sri Damdama Sahib
- Takht Sri Hazur Sahib
- takhat shiri patna sahib
ଆଧାର
ବାହ୍ୟ ସଂଯୋଗ
- Gurdwara Guru ka Bagh
- Sri Dasam Granth, The Sri Dasam Granth Sahib website