ଗୁରୁଦ୍ୱାରା ଗୁରୁ କା ବାଗ

ଉଇକିପିଡ଼ିଆ‌ରୁ
ଗୁରୁଦ୍ୱାରା ଗୁରୁ କା ବାଗ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନPatna
StateBihar
CountryIndia
Architecture
TypeGurdwara

ଗୁରୁଦ୍ୱାରା ଗୁରୁ କା ବାଗ  ଭାରତୀୟ ରାଜ୍ୟ ବିହାରରେ ଅବସ୍ଥିତ । ଏହା ତଖତ ହରମନ୍ଦିର ସାହିବର 3 କିଲୋମିଟର ପୂର୍ବ ଦିଗକୁ ଯେଉଁ ସ୍ଥାନରେ ଗୁରୁ ତେଘ ବାହାଦୁର ପ୍ରଥମେ ପାଟଣାର ଜଣାଶୁଣା ବ୍ୟକ୍ତି ନବାବ ରହୀମ ବଖ୍ଶ ଓ କରିମ ବଖ୍ଶଙ୍କ ଉଦ୍ୟାନର ରହିଥିଲେ ସେଟାକୁ ପାଟଣାର ସଙ୍ଗତ ଓ ତରୁଣା ଗୁରୁ ଗୋବିନ୍ଦ ସିଂହ ତାଙ୍କୁ ଭେଟିବାକୁ ଆସିଥିଲେ ସେଠାରେ ତାଙ୍କ ସମ୍ମାନାର୍ଥେ ଏହି ଗୁରୁଦ୍ୱାରା ସ୍ଥାପନ କରାଯାଇଥିଲା ବର୍ତ୍ତମାନର ଭାବନା 1970 0 1980 ମସିହାରେ ପୁନର୍ନିର୍ମିତ ହେଇଥିଲା । ତେବେ ପ୍ରାଚୀନ ଭବନ ଏବେ ମଧ୍ୟ ବ୍ୟବହାର ହଉଛି । ଏଠାରେ ଏକ ଅଶୁଷ୍କ ଇମିଲି ବୃକ୍ଷ ଯାହା ତଳେ ସଙ୍ଗତ ଗୁରୁ ତେଘ ବାହାଦୁରଙ୍କୁ ଭେଟିଥିଲେ ତାହା ମଧ୍ୟ ସ୍ମୃତି ଭାବରେ ରହିଛି ।[୧]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Akal Takht
  • Takht Sri Keshgarh Sahib
  • Takht Sri Damdama Sahib
  • Takht Sri Hazur Sahib
  • takhat shiri patna sahib

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]

  1. http://www.takhatpatnasahib.com/Gurdwara-Guru-Ka-Bagh.aspx