ଗୁରୁଦ୍ୱାରା ଗୁରୁ କା ବାଗ
ଦେଖଣା
ଗୁରୁଦ୍ୱାରା ଗୁରୁ କା ବାଗ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Patna |
State | Bihar |
Country | India |
Architecture | |
Type | Gurdwara |
ଗୁରୁଦ୍ୱାରା ଗୁରୁ କା ବାଗ ଭାରତୀୟ ରାଜ୍ୟ ବିହାରରେ ଅବସ୍ଥିତ । ଏହା ତଖତ ହରମନ୍ଦିର ସାହିବର 3 କିଲୋମିଟର ପୂର୍ବ ଦିଗକୁ ଯେଉଁ ସ୍ଥାନରେ ଗୁରୁ ତେଘ ବାହାଦୁର ପ୍ରଥମେ ପାଟଣାର ଜଣାଶୁଣା ବ୍ୟକ୍ତି ନବାବ ରହୀମ ବଖ୍ଶ ଓ କରିମ ବଖ୍ଶଙ୍କ ଉଦ୍ୟାନର ରହିଥିଲେ ସେଟାକୁ ପାଟଣାର ସଙ୍ଗତ ଓ ତରୁଣା ଗୁରୁ ଗୋବିନ୍ଦ ସିଂହ ତାଙ୍କୁ ଭେଟିବାକୁ ଆସିଥିଲେ ସେଠାରେ ତାଙ୍କ ସମ୍ମାନାର୍ଥେ ଏହି ଗୁରୁଦ୍ୱାରା ସ୍ଥାପନ କରାଯାଇଥିଲା ବର୍ତ୍ତମାନର ଭାବନା 1970 0 1980 ମସିହାରେ ପୁନର୍ନିର୍ମିତ ହେଇଥିଲା । ତେବେ ପ୍ରାଚୀନ ଭବନ ଏବେ ମଧ୍ୟ ବ୍ୟବହାର ହଉଛି । ଏଠାରେ ଏକ ଅଶୁଷ୍କ ଇମିଲି ବୃକ୍ଷ ଯାହା ତଳେ ସଙ୍ଗତ ଗୁରୁ ତେଘ ବାହାଦୁରଙ୍କୁ ଭେଟିଥିଲେ ତାହା ମଧ୍ୟ ସ୍ମୃତି ଭାବରେ ରହିଛି ।[୧]
ପୁନଶ୍ଚ ଦେଖଣା
[ସମ୍ପାଦନା]- Akal Takht
- Takht Sri Keshgarh Sahib
- Takht Sri Damdama Sahib
- Takht Sri Hazur Sahib
- takhat shiri patna sahib
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Gurdwara Guru ka Bagh
- Sri Dasam Granth Archived 2008-03-08 at the Wayback Machine., The Sri Dasam Granth Sahib website