Jump to content

ବିକ୍ରମଶିଳା

Coordinates: 25°19′29″N 87°17′05″E / 25.32472°N 87.28472°E / 25.32472; 87.28472
ଉଇକିପିଡ଼ିଆ‌ରୁ
୧୪:୩୬, ୧୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Vikramashila") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Vikramashila
विक्रमशिला
{{{imagealttext}}}
Ruins of Vikramashila Mahavihara
ବିକ୍ରମଶିଳା is located in Bihar
ବିକ୍ରମଶିଳା
Shown within India Bihar
ଅବସ୍ଥାନ Bihar, India
ଦିଗବାରେଣି 25°19′29″N 87°17′05″E / 25.32472°N 87.28472°E / 25.32472; 87.28472
ପ୍ରକାର Centre of learning
ଇତିହାସ
ସ୍ଥାପିତ 8th-9th century CE
ଅବ୍ୟବହୃତ 13th century CE
ଘଟଣା Destroyed by Bakhtiyar Khilji around 1200 CE

ବିକ୍ରମଶିଳା (IAST: Vikramaśilā) ପ୍ରାଚୀନ ଭାରତ ର ବୌଦ୍ଧ ଧର୍ମ ର ବିସ୍ତାର ସମୟ ରେ ଦୁଇଟି ମଧ୍ୟ ରୁ ଅନ୍ୟତମ ଜ୍ଞାନ ବିସ୍ତାର କେନ୍ଦ୍ର ଥିଲା ।ନାଳନ୍ଦା ସହ ଏହା ସେହି ସମୟ ରେ ପ୍ରସିଦ୍ଧ ବିଦ୍ୟାକେନ୍ଦ୍ର ରହିଥିଲା । ଏହା ରାଜା ଧର୍ମପାଳ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏଠାରେ ଅତିଷ୍ଠ ନାମକ ଜଣେ  ବିଦ୍ଵାନ  ଦାୟିତ୍ଵ ରେ ଥିଲେ । 1200 ମସିହା ଆଡକୁ ଏହା ମୂହମ୍ମଦ ବିନ ଖିଲିଜି ଙ୍କ ଆକ୍ରମଣ ଦ୍ଵାରା ସମ୍ପୂର୍ଣ ବିଦ୍ବଂଶ ହେଇଯାଇଥିଲା । []

ଭାରତୀୟ ରାଜ୍ୟ ବିହାର ର ଭାଗଲପୁର ଜିଲ୍ଲା ରେ ଅନତିଚକ ଗ୍ରାମ ରେ ବିକ୍ରମଶିଳା ଅବସ୍ଥିତ । ଏହା ଭାଗଲପୁର ରୁ ପୂର୍ବ ଦିଗ ରେ 50 କିଲୋମିଟର ଦୁରବର୍ତୀ । କହଲଗାଓ ରେଳ ଷ୍ଟେସନ ଏଠାରୁ 13 କିଲୋମିଟର । ଜାତୀୟ ରାଜପଥ 80 ରୁ ଏଠାକୁ ପହଞ୍ଚିବାକୁ ଏକ ଭଲ ସଡକ ରହିଛି । 

ଇତିହାସ 

ପାଲ ବଂଶ ଶାସନ ସମୟ ରେ ଅନେକ ବୌଦ୍ଧ ଉପାସନା ପିଠା ଗଢି ଉଠିଥିଲା । ତିବତ ର ସୂତ୍ର ଅନୁସାରେ 5 ଟି ମହାବିହାର ଉଲ୍ଲେଖନୀୟ ଥିଲା । ସେ ଗୁଡିକ ମଧ୍ୟ ରୁ ନାଳନ୍ଦା ଓ ବିକ୍ରମଶିଳା ର ବିଶ୍ୱବିଦ୍ୟାଳୟ , ସୋମାପୁରା , ଅଡଙ୍ଗାଶିଳା ଓ ଜଗଦଦଳା  ରହିଥିଲା । []ଏହି ସମସ୍ତ ରାଜ୍ୟ ର ତଦାରଖ ରେ ପ୍ରଚଳିତ ଥିଲା ଓ ସମସ୍ତଙ୍କ ମଧ୍ୟ ରେ ସମନ୍ନ୍ୟୟ ଥିଲା । ସବୁ ଜ୍ଞାନ ପିଠା ମଧ୍ୟ ରେ ଆଦାନ ପ୍ରଦାନ ରହିଥିଲା। []

ପାଳ ରାଜା ଧର୍ମପାଳ ଙ୍କ ଦ୍ଵାରା ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ 4 ଶତକ ପାଇଁ ରହିବା ପରେ ଖିଲିଜି ଙ୍କ ଦ୍ଵାରା ଧ୍ଵଂଶ ପ୍ରାପ୍ତ ହେଲା । .[][]

16-17 ଶ ଶତାବ୍ଦୀ ର ତିବବତୀୟ ଧର୍ମଯାଜକ ତାରନାଥ ଙ୍କ ଲେଖା ରୁ ବିକ୍ରମଶିଳା ବିଷୟ ରେ ଜଣାପଡେ । .[]

ଏଠାରେ 100 ରୁ ଉର୍ଦ୍ଧ ଶିକ୍ଷୟକ ଓ ସହସ୍ରାଧିକ ଛତ୍ର ଥିବାର ଜଣାଯାଏ । ଏଠାରୁ ଛତ୍ର ମାନେ ବିଦେଶ କୁ ବୌଦ୍ଧ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ ଯାଉଥିଲେ । ଏଠାରେ ଦର୍ଶନ, ବ୍ୟାକରଣ, ବସ୍ତୁ ବିଦ୍ୟା , ଭାରତୀୟ ତର୍କଶାସ୍ତ୍ର ମୁଖ୍ୟ ପଠନ ବିଷୟ ଥିଲା । ତାନ୍ତ୍ରିକ ବିଦ୍ୟା ମଧ୍ୟ ଏଠାରେ ପଠନ ବିଷୟ ଥିଲା । 

ଖନନ 

Ancient site of the monastery

ସ୍ତୂପ 

A The Main stupa at the centre
The Main stupa at the centre
A The wall Carvings of various deities
ଶିଳା ଖନନ 

ଗେଲେରୀ 

ପୁନଶ୍ଚ ଦେଖଣା 

ଆଧାର ସମୂହ 

  1. Sanderson, Alexis.
  2. Vajrayogini: Her Visualization, Rituals, and Forms by Elizabeth English.
  3. Buddhist Monks And Monasteries Of India: Their History And Contribution To Indian Culture. by Dutt, Sukumar.
  4. [୧][dead link].
  5. Scott, David (May 1995). "Buddhism and Islam: Past to Present Encounters and Interfaith Lessons". Numen. 42 (2): 141–155. doi:10.1163/1568527952598657. JSTOR 3270172.
  6. "Excavated Remains at Nalanda". UNESCO World Heritage Centre. Retrieved 2012-07-13.

ବାହ୍ୟ ସଂଯୋଗ ସବୁ