ବିକ୍ରମଶିଳା

Coordinates: 25°19′29″N 87°17′05″E / 25.32472°N 87.28472°E / 25.32472; 87.28472
ଉଇକିପିଡ଼ିଆ‌ରୁ
Vikramashila
विक्रमशिला
{{{imagealttext}}}
Ruins of Vikramashila Mahavihara
ବିକ୍ରମଶିଳା is located in Bihar
ବିକ୍ରମଶିଳା
Shown within India Bihar
ଅବସ୍ଥାନ Bihar, India
ଦିଗବାରେଣି 25°19′29″N 87°17′05″E / 25.32472°N 87.28472°E / 25.32472; 87.28472
ପ୍ରକାର Centre of learning
ଇତିହାସ
ସ୍ଥାପିତ 8th-9th century CE
ଅବ୍ୟବହୃତ 13th century CE
ଘଟଣା Destroyed by Bakhtiyar Khilji around 1200 CE

ବିକ୍ରମଶିଳା (IAST: Vikramaśilā) ପ୍ରାଚୀନ ଭାରତର ବୌଦ୍ଧ ଧର୍ମର ବିସ୍ତାର ସମୟରେ ଦୁଇଟି ମଧ୍ୟରୁ ଅନ୍ୟତମ ଜ୍ଞାନ ବିସ୍ତାର କେନ୍ଦ୍ର ଥିଲା ।ନାଳନ୍ଦା ସହ ଏହା ସେହି ସମୟରେ ପ୍ରସିଦ୍ଧ ବିଦ୍ୟାକେନ୍ଦ୍ର ରହିଥିଲା । ଏହା ରାଜା ଧର୍ମପାଳଙ୍କଦ୍ୱାରା ସ୍ଥାପିତ ହେଇଥିଲା । ଏଠାରେ ଅତିଷ୍ଠ ନାମକ ଜଣେ  ବିଦ୍ୱାନ  ଦାୟିତ୍ୱରେ ଥିଲେ । 1200 ମସିହା ଆଡକୁ ଏହା ମୂହମ୍ମଦ ବିନ ଖିଲିଜିଙ୍କ ଆକ୍ରମଣଦ୍ୱାରା ସମ୍ପୂର୍ଣ ବିଦ୍ୱଂଶ ହେଇଯାଇଥିଲା । [୧]

ଭାରତୀୟ ରାଜ୍ୟ ବିହାରର ଭାଗଲପୁର ଜିଲ୍ଲାରେ ଅନତିଚକ ଗ୍ରାମରେ ବିକ୍ରମଶିଳା ଅବସ୍ଥିତ । ଏହା ଭାଗଲପୁରରୁ ପୂର୍ବ ଦିଗରେ 50 କିଲୋମିଟର ଦୁରବର୍ତୀ । କହଲଗାଓ ରେଳ ଷ୍ଟେସନ ଏଠାରୁ 13 କିଲୋମିଟର । ଜାତୀୟ ରାଜପଥ 80ରୁ ଏଠାକୁ ପହଞ୍ଚିବାକୁ ଏକ ଭଲ ସଡକ ରହିଛି । 

ଇତିହାସ [ସମ୍ପାଦନା]

ପାଲ ବଂଶ ଶାସନ ସମୟରେ ଅନେକ ବୌଦ୍ଧ ଉପାସନା ପିଠା ଗଢି ଉଠିଥିଲା । ତିବତର ସୂତ୍ର ଅନୁସାରେ 5ଟି ମହାବିହାର ଉଲ୍ଲେଖନୀୟ ଥିଲା । ସେଗୁଡ଼ିକ ମଧ୍ୟରୁ ନାଳନ୍ଦା ଓ ବିକ୍ରମଶିଳାର ବିଶ୍ୱବିଦ୍ୟାଳୟ , ସୋମାପୁରା , ଅଡଙ୍ଗାଶିଳା ଓ ଜଗଦଦଳା  ରହିଥିଲା । [୨]ଏହି ସମସ୍ତ ରାଜ୍ୟର ତଦାରଖରେ ପ୍ରଚଳିତ ଥିଲା ଓ ସମସ୍ତଙ୍କ ମଧ୍ୟରେ ସମନ୍ନ୍ୟୟ ଥିଲା । ସବୁ ଜ୍ଞାନ ପିଠା ମଧ୍ୟରେ ଆଦାନ ପ୍ରଦାନ ରହିଥିଲା। [୩]

ପାଳ ରାଜା ଧର୍ମପାଳଙ୍କଦ୍ୱାରା ସ୍ଥାପିତ ଏହି ବିଶ୍ୱବିଦ୍ୟାଳୟ 4 ଶତକ ପାଇଁ ରହିବା ପରେ ଖିଲିଜିଙ୍କଦ୍ୱାରା ଧ୍ୱଂଶ ପ୍ରାପ୍ତ ହେଲା । .[୪][୫]

16-17 ଶ ଶତାବ୍ଦୀର ତିବବତୀୟ ଧର୍ମଯାଜକ ତାରନାଥଙ୍କ ଲେଖାରୁ ବିକ୍ରମଶିଳା ବିଷୟରେ ଜଣାପଡେ । .[୬]

ଏଠାରେ 100ରୁ ଉର୍ଦ୍ଧ ଶିକ୍ଷୟକ ଓ ସହସ୍ରାଧିକ ଛତ୍ର ଥିବାର ଜଣାଯାଏ । ଏଠାରୁ ଛତ୍ରମାନେ ବିଦେଶକୁ ବୌଦ୍ଧ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ ଯାଉଥିଲେ । ଏଠାରେ ଦର୍ଶନ, ବ୍ୟାକରଣ, ବସ୍ତୁ ବିଦ୍ୟା , ଭାରତୀୟ ତର୍କଶାସ୍ତ୍ର ମୁଖ୍ୟ ପଠନ ବିଷୟ ଥିଲା । ତାନ୍ତ୍ରିକ ବିଦ୍ୟା ମଧ୍ୟ ଏଠାରେ ପଠନ ବିଷୟ ଥିଲା । 

ଖନନ [ସମ୍ପାଦନା]

Ancient site of the monastery

ସ୍ତୂପ [ସମ୍ପାଦନା]

A The Main stupa at the centre
The Main stupa at the centre
A The wall Carvings of various deities
ଶିଳା ଖନନ 

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. Sanderson, Alexis.
  2. Vajrayogini: Her Visualization, Rituals, and Forms by Elizabeth English.
  3. Buddhist Monks And Monasteries Of India: Their History And Contribution To Indian Culture. by Dutt, Sukumar.
  4. [୧][dead link].
  5. Scott, David (May 1995). "Buddhism and Islam: Past to Present Encounters and Interfaith Lessons". Numen. 42 (2): 141–155. doi:10.1163/1568527952598657. JSTOR 3270172.
  6. "Excavated Remains at Nalanda". UNESCO World Heritage Centre. Retrieved 2012-07-13.

ବାହାର ଲିଙ୍କ [ସମ୍ପାଦନା]