ଆଲୋଙ୍ଗ ବିମାନ ବନ୍ଦର
ଦେଖଣା
Along Airport आलोएनजी हवाई अड्डे | |||
---|---|---|---|
IATA: IXV – ICAO: VEAN | |||
ସାରକଥା | |||
ବିମାନ ବନ୍ଦର ପ୍ରକାର | Military | ||
ପରିଚାଳକ | Indian Air Force | ||
ସେବା | Along, Arunachal Pradesh | ||
ଉଚ୍ଚତା (ସମୁଦ୍ର ଠାରୁ) | 900 ft / 274 m | ||
ଦିଗବାରେଣି | 28°10′31″N 094°48′07″E / 28.17528°N 94.80194°E | ||
ରନବେ | |||
ଦିଗ | ଲମ୍ବ | ଭୂମି | |
ft | m | ||
05/23 | 3000 | Asphalt |
ଆଲୋଙ୍ଗ (IATA: IXV, ICAO: VEAN) ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶ ର ଆଲୋଙ୍ଗ ଠାରେ ଥିବା ଏକ ବିମାନ ବନ୍ଦର ।
ଅରୁଣାଚଳ ପ୍ରଦେଶ ସରକାର ଏହି ବିମାନ ବନ୍ଦର କୁ 2009 ମସିହା ରେ ଭାରତୀୟ ପ୍ରତିରକ୍ଷ୍ୟା ମନ୍ତରାଳୟ କୁ ହସ୍ତାନ୍ତର କରିଥିଲେ । .[୧] କେନ୍ଦ୍ର ସରକାର ଏଠାରେ ଏକ ସିଭିଲ ଏଙ୍କ୍ଲେବ ସ୍ଥାପନ ପାଇଁ ପ୍ରସ୍ତାବ ରଖିଛନ୍ତି .[୨]
ଭାରତୀୟ ବିମାନ ବନ୍ଦର କାର୍ତୁପକ୍ଷ ଏଠାରେ ଅତିରିକ୍ତ ଜମି ଆବଶ୍ୟକତା ଓ ଅନ୍ୟ ବାଧା ହଟେଇବାକୁ ଅରୁଣାଚଳ ସରକାର ଙ୍କୁ ଅନୁରୋଧ ଦେଇଛନ୍ତି ଓ ବିମାନ୍ବ ବନ୍ଦର ପାଇଁ ଆକଳନ କରିଛନ୍ତି । [୩]
ବିମାନ ଓ ଗନ୍ତବ୍ୟ ସ୍ଥଳ
ବର୍ତମାନ ଏଠାରୁ କୌଣଶୀ ବିମାନ ସେବା ନାହିଁ ।
ଘଟନା
1964 ମସିହା ଏପ୍ରିଲ 7 ତାରିଖ ରେ ଏଠାରେ ଏକ କଳିଙ୍ଗ ଡାକୋଟା ବିମାନ ରାନୱେ ରୁ ତଳକୁ ଚାଲି ଯାଇ ଅଗ୍ନି ସଂଯୋଗ ହେଇଯାଇଥିଲା । ତେବେ ଏଥିରେ କେହି ଆହତ ହେଇ ନ ଥିଲେ । ବିମାନ ଟି ସମ୍ପୂର୍ଣ ନଷ୍ଟ ହେଇ ଯାଇଥିଲା । [୪]
ଆଧାର ସମୂହ
- ↑ "IAF plane with 13 lost in Arunachal, crash feared". The Indian Express. 10 June 2009. Retrieved 21 August 2014.
- ↑ "Govt considering setting up of 3 greenfield airports in NE". The Hindu Businessline. 13 August 2014. Retrieved 21 August 2014.
- ↑ "Greenfield Airport draft masterplan ready: Minister". The Times of India. 7 September 2012. Retrieved 21 August 2014.
- ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ ସବୁ
- Along Airport
- VEAN ପାଇଁ ବିମାନ ବନ୍ଦର ତଥ୍ୟ (ବିଶ୍ଵ ବିମାନ ତଥ୍ୟ)