ଆଲୋଙ୍ଗ ବିମାନ ବନ୍ଦର

ଉଇକିପିଡ଼ିଆ‌ରୁ
ଆଲୋଙ୍ଗ ବିମାନ ବନ୍ଦର
आलोएनजी हवाई अड्डे
IATA: IXVICAO: VEAN
ସାରକଥା
ବିମାନ ବନ୍ଦର ପ୍ରକାର Military
ପରିଚାଳକ Indian Air Force
ସେବା Along, Arunachal Pradesh
ଉଚ୍ଚତା (ସମୁଦ୍ର ଠାରୁ) 900 ft / 274 m
ଦିଗବାରେଣି 28°10′31″N 094°48′07″E / 28.17528°N 94.80194°E / 28.17528; 94.80194
ରନବେ
ଦିଗ ଲମ୍ବ ଭୂମି
ft m
05/23 3000 Asphalt

ଆଲୋଙ୍ଗ (IATA: IXVICAO: VEAN) ଭାରତୀୟ ରାଜ୍ୟ ଅରୁଣାଚଳ ପ୍ରଦେଶର ଆଲୋଙ୍ଗଠାରେ ଥିବା ଏକ ବିମାନ ବନ୍ଦର । 

ଅରୁଣାଚଳ ପ୍ରଦେଶ ସରକାର ଏହି ବିମାନ ବନ୍ଦରକୁ 2009 ମସିହାରେ ଭାରତୀୟ ପ୍ରତିରକ୍ଷ୍ୟା ମନ୍ତରାଳୟକୁ ହସ୍ତାନ୍ତର କରିଥିଲେ । .[୧] କେନ୍ଦ୍ର ସରକାର ଏଠାରେ ଏକ ସିଭିଲ ଏଙ୍କ୍ଲେବ ସ୍ଥାପନ ପାଇଁ ପ୍ରସ୍ତାବ ରଖିଛନ୍ତି .[୨]

ଭାରତୀୟ ବିମାନ ବନ୍ଦର କାର୍ତୁପକ୍ଷ ଏଠାରେ ଅତିରିକ୍ତ ଜମି ଆବଶ୍ୟକତା ଓ ଅନ୍ୟ ବାଧା ହଟେଇବାକୁ ଅରୁଣାଚଳ ସରକାରଙ୍କୁ ଅନୁରୋଧ ଦେଇଛନ୍ତି ଓ ବିମାନ୍ୱ ବନ୍ଦର ପାଇଁ ଆକଳନ କରିଛନ୍ତି । [୩]

ବିମାନ ଓ ଗନ୍ତବ୍ୟ ସ୍ଥଳ [ସମ୍ପାଦନା]

ବର୍ତ୍ତମାନ ଏଠାରୁ କୌଣସି ବିମାନ ସେବା ନାହିଁ । 

ଘଟନା [ସମ୍ପାଦନା]

1964 ମସିହା ଏପ୍ରିଲ 7 ତାରିଖରେ ଏଠାରେ ଏକ କଳିଙ୍ଗ ଡାକୋଟା ବିମାନ ରାନୱେରୁ ତଳକୁ ଚାଲି ଯାଇ ଅଗ୍ନି ସଂଯୋଗ ହୋଇଯାଇଥିଲା । ତେବେ ଏଥିରେ କେହି ଆହତ ହେଇ ନ ଥିଲେ । ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହେଇ ଯାଇଥିଲା ।  .[୪]

ଆଧାର [ସମ୍ପାଦନା]

  1. "IAF plane with 13 lost in Arunachal, crash feared". The Indian Express. 10 June 2009. Retrieved 21 August 2014.
  2. "Govt considering setting up of 3 greenfield airports in NE". The Hindu Businessline. 13 August 2014. Retrieved 21 August 2014.
  3. "Greenfield Airport draft masterplan ready: Minister". The Times of India. 7 September 2012. Retrieved 21 August 2014.
  4. "ASN Aircraft accident Douglas C-47A-10-DK VT-CMD Along". Aviation-safety.net. Retrieved 9 February 2012.

ବାହାର ଲିଙ୍କ [ସମ୍ପାଦନା]