Jump to content

ଟେମରି

ଉଇକିପିଡ଼ିଆ‌ରୁ
୨୧:୧୯, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Temri") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Temri
ଟେମରୀ
टेमरी
Nickname: 
Temari
Country India
StateOdisha
DistrictBargarh
Elevation
205 m (673 ft)
Population
 (2001)
 • Total୨,୦୯୩
Languages
Time zoneUTC+5:30 (IST)
PIN
768039
ଯାନବାହାନ ପଞ୍ଚୀକରଣOD
Websiteodisha.gov.in

ଟେମରି (ତେମାରୀ ନାମ ରେ ମଧ୍ୟ ପରିଚିତ ) ଭାରତୀୟ ରାଜ୍ୟ ଓଡିଶା ର ବରଗଡ ଜିଲ୍ଲା ର ପଦ୍ମପୁର ଉପଖଣ୍ଡ ର ଏକ ଗ୍ରାମ ପଞ୍ଚାଯତ । 

ଶିକ୍ଷ୍ୟା 

ଗ୍ରାମ ରେ ପ୍ରାଇମାରୀ ସ୍କୁଲ ସହ ହାଇ ସ୍କୁଲ ମଧ୍ୟ ରହିଛି । [].[]

ଭୋଗୋଳିକ ଅବସ୍ଥିତି 

forest area in temri village

ଟେମରି ର ଭୌଗୋଳିକ ଅବସ୍ଥିତି  21°0′42″N 82°53′45″E ଠାରେ । ଏହା ସମୁଦ୍ରପତ୍ତାନ ଠାରୁ 869 ଫୁଟ ଉପରେ । ଏହା ଜିଲ୍ଲା ର ସଦର ମହକୁମା ବରଗଡ ଠାରୁ 104 କ୍ଳୋମିଟର ଦୁରବର୍ତୀ । ଏହା ପାଇକମାଳ ବ୍ଲକ ର ଏକ ଗ୍ରାମ ପଞ୍ଚାଯତ ଓ ପାଇକମାଳା ଠାରୁ ଏହା 18 କିଲୋମିଟର ଦୂର । ଏହି ଅଞ୍ଚଳ ଚିର ମରୁଡି ଗ୍ରସ୍ତ । ଏଠାରେ ଜଳସେଚନ ର କଉଣଶି ସୁବିଧା ନାହି । ଏଠାରୁ 25 କିଲୋମିଟର ଦୂର ରେ ଗନ୍ଧମାର୍ଦନ ପର୍ବତ ଅବସ୍ଥିତ ।ଏଠାରୁ 3 କିଲୋମିଟର ଦୂର ରେ ମଗରଣଲ୍ଲ ବନ୍ଧ ଅବସ୍ଥିତ ।  

ଜନ ଆବାଦୀ 

2001 ମସିହା ଜନଗଣନା [[]ଅନୁସାରେ ଏହି ସହର ର ଜନସଂଖ୍ୟା 2093 ଥିଲା । ଏଠି ମଧ୍ୟ ରୁ ପୁରୁଷ ସଂଖ୍ୟା 1045 ଥିବା ବେଳେ ମହିଳା ସଂଖ୍ୟା 1048  ଥିଲା । ଏଠାରେ ସାକ୍ଷ୍ୟରତା ହାର 61 % ଯାହା ଜାତୀୟ ହାର ଠାରୁ କିଛି  ଅଧିକ । ଏଠାରେ ହାରା ହାରି ଆଯ ଖୁବ କମ  । 

ଯାନୀ ଯାତ୍ରା 

ନୂଆ ଖାଇ , ପୌଷ ପୁରଣିମା ସହ ଅନନ୍ୟ ଯାତ୍ରା ସବୁ ଏଠାରେ ପାଳିତ ହୁଏ । ଲକ୍ଷ୍ମୀ ପୂଜା ଏଠାରେ ପ୍ରସିଦ୍ଧ । 

ଆଧାର ସମୂହ 

  1. {{cite web}}: Empty citation (help)
  2. = List of High School | publisher = Department of Schools and Mass Education, Government of Odisha
  3. {{cite web}}: Empty citation (help)