Jump to content

ଶାନ୍ତି ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
୦୫:୨୮, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Shanti Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଶାନ୍ତି ଏକ୍ସପ୍ରେସ , ଭାରତୀୟ ରେଳବାଇ ର ଏକ ଦୈନିକ ଟ୍ରେନ ଯାହା ପଶ୍ଚିମ ରେଳବାଇ ତରଫ ରୁ ଚଳାଚଳ କରିଥାଏ ।  ଏହା ମଧ୍ୟପ୍ରଦେଶ ର ଇନ୍ଦୋର ସହର ର ଇନ୍ଦୋର ଜଙ୍କସନ ଠାରୁ ଗୁଜୁରାଟ ର ରାଜଧାନୀ ଗାନ୍ଧୀନଗର ପର୍ଯ୍ୟନ୍ତ ଚଳାଚଳ କରେ । ମହାତ୍ମା ଗାନ୍ଧୀ ଙ୍କ ବାରତା 'ଶାନ୍ତି " ଅନୁସାରେ ଏହାକୁ ଶାନ୍ତି ଏକ୍ସପ୍ରେସ କୁହାଯାଏ । 

Shanti Express
Shanti Express - sleeper class

ଯାତ୍ରାପଥ ଓ ରହଣି 

ଯାତ୍ରାପଥ ରେ ଏହି ଟ୍ରେନ ଉଜ୍ଜୈନ , ରତଲାମ ଓ ଅହମଦାବାଦ ଜଙ୍କସନ ସମୂହ ଦେଇ ଯାଇଥାଏ । ଟ୍ରେନ ଟି ଇନ୍ଦୋର , ଦେବାସ , ରତଲାମ , ଆନନ୍ଦ , ସାବରମତି ଆଦି ଷ୍ଟେସନ ରେ ରହଣି କରେ । 

କୋଚ ସମୂହ 

ଏହି ଟ୍ରେନରେ AC ସମେତ ସମୁଦାଯ 18 ଟି ବଗି ରହିଥାଏ । 

ଗତି 

ଏହା ଦୈନିକ ଯାତାୟାତ କରିଥାଏ ଓ ଏହାର ହାରାହାରି ବେଗ 50 କିଲୋମିଟର ଘଣ୍ଟା ପ୍ରତି । ଇନ୍ଦୋର ରୁ ଅହମଦାବାଦ କୁ ଏହା ଏକମାତ୍ର ସିଧାସଳଖ ସଂଯୋଗକାରୀ ଟ୍ରେନ । 


ପୁନଶ୍ଚ ଦେଖଣା 

  • Ahilyanagari Express
  • Avantika Express
  • Bhopal - Indore Intercity Express
  • Bhopal - Gwalior Intercity Express
  • Bhopal - Bilaspur Express
  • Bhopal Express
  • Bhopal Shatabdi
  • Malwa Express

ଆଧାର 

ବାହ୍ୟ ଆଧାର