Jump to content

ସଚଖଣ୍ଡ ଏକ୍ସପ୍ରେସ

ଉଇକିପିଡ଼ିଆ‌ରୁ
୦୫:୧୬, ୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sachkhand Express") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Sachkhand Express - Sleeper Class
Sachkhand Express (Amritsar - Nanded) Route map

ସଚଖଣ୍ଡ ଏକ୍ସପ୍ରେସ ,ଭାରତୀୟ ରେଳବାଇ ଦ୍ଵାରା ପ୍ରଚଳିତ ଏକ ଦୈନିକ ଟ୍ରେନ । ଏହି ଟ୍ରେନ ମହାରାଷ୍ଟ୍ର ର ହଜୁର ସାହିବ , ନାନ୍ଦେଡ଼ ରୁ ପଞ୍ଜାବ ର ଅମୃତସର ଯାଇ ଚାଲିଥାଏ । ଏହି ଟ୍ରେନ ଦୁଇଟି ଶିଖ ଧର୍ମସ୍ଥଳୀ କୁ ସଂଯୋଗ ଦେଇଥାଏ ଓ ଏହା ନାନ୍ଦେଡ଼ ଠାରେ ରହିଥିବା ଶିଖ ଉପାସନା ପିଠା   ସଚଖଣ୍ଡ ସାହିବ ଗୁରୁଦ୍ୱାରା ନାମାନୁସାରେ ଦିଆଯାଇଥିଲା । 

ଏହି ଟ୍ରେନ ଭାରତୀୟ ରାଜଧାଣିନୁଆ ଦିଲ୍ଲୀ ସହ ମଧ୍ୟପ୍ରଦେଶ ର ରାଜଧାନୀ ଭୋପାଲ , ଜଳନା । ଔରଙ୍ଗାବାଦ କୁ ସଂଯୋଗ କରିଥାଏ । 

ଯାତ୍ରାପଥ 

ଏହି ଟ୍ରେନ ର ମୁଖ୍ୟ ରହଣି ପୂର୍ଣା , ପର୍ଭଣୀ , ଔରଙ୍ଗାବାଦ , ମାନମାଦ , ଜଲଗାଓ , ବୁରହାନପୁର , ଖଣ୍ଡବା, ଭୋପାଲ , ମଥୁରା , ଝାଁସୀ ,ଫରିଦାବାଦ , ନୂଆ ଦିଲ୍ଲୀ , ପାନିପତ , ଲୁଧିଆନା ଜଲନ୍ଧର ଆଦି ସ୍ଥାନ ରେ ରହିଛି ।  

ସମୟ ସାରଣୀ 

  • ସାହିବ ନଗର ରୁ ଟ୍ରେନ 09.30AM ରେ ଛାଡି ଅମୃତସର ରେ ପରଦିନ 08.20PM ରେ ପହଞ୍ଚେ .[]
  • ଫେରନ୍ତା ଟ୍ରେନ ଅମୃତସର ରୁ 05.35 AM ରେ ଛାଡି ପରଦିନ 04.00PM ରେ ନାନ୍ଦେଡ଼ ପହଞ୍ଚେ .[]

ବଗି 

Tଏଥିରେ ନିୟମିତ AC ସମୂହ ସହ ସମୁଦାଯ 24 ଟି ବଗି ଲାଗିଥାଏ । 

ଇତିହାସ 

1995 ମସିହା ରେ ଏହା ପ୍ରଥମେ ଏକ ସାପ୍ତାହିକି ଟ୍ରେନ ଭାବରେ ନାନ୍ଦେଡ଼ ରୁ ଅମୃତସର ଯାଏ ପ୍ରଚଳିତ ହେଲା। 1997 ରେ ଏହା ଦ୍ଵି ସାପ୍ତାହିକ , 1998 ରେ ସପ୍ତାହ କୁ 5 ଦିନ ଚାଲି 2006/07 ରେ ଏହା ଦୈନିକ ରେନ ଭାବରେ ଚଳାଚଳ କଳା ।  

ଏହି ଟ୍ରେନ ଶିକ୍ଷା ସଂପ୍ରଦାଯ ପାଇଁ ଏକ ଧାର୍ମିକ ଟ୍ରେନ ଭାବରେ ଧରାଯାଏ । ନାନ୍ଦେଡ଼  , ମାନମାଦ , ଭୋପାଲ ଗ୍ଵାଲିଆର , ଦିଲ୍ଲୀ , ଭୂଷାବଳ ଷ୍ଟେସନ ରେ ସମସ୍ତ ଯାତ୍ରୀ ଙ୍କୁ ଗୁରୁଦ୍ୱାରା ତରଫ ରୁ ଲାଙ୍ଗର ( ଖାଦ୍ଯ ) ବିନମୂଲ୍ୟ ରେ ପ୍ରଦାନ କରାଯାଇଥାଏ । ନାନ୍ଦେଡ଼ ଷ୍ଟେସନ ରେ ଗୁରୁଦ୍ୱାରା ତରଫ ରୁ ଯାତ୍ରୀ ମାନଙ୍କୁ ବୀନା ଶୁଳ୍କ ରେ ଷ୍ଟେସନ ରୁ ଯିବା ଆସିବା ବ୍ୟବସ୍ଥା କରାଯାଇଥାଏ । 

ଅନ୍ୟ ସଂଯୋଗ ସବୁ 

ଆଧାର 

South Central Railways official link