ଗଣ୍ଡୋଳା
ଦେଖଣା
Gandala | |
---|---|
Village | |
Country | India |
State | Odisha |
District | Ganjam |
Elevation | 28 m (92 ft) |
Population (2012) | |
• Total | ୮,୩୮୯ |
Languages | |
Time zone | UTC+5:30 (IST) |
PIN | 761 003 |
Telephone code | 06811- |
ଯାନବାହାନ ପଞ୍ଚୀକରଣ | OD |
Website | odisha |
ଗଣ୍ଡୋଳା ଭାରତୀୟ ରାଜ୍ୟ ଓଡିଶା ର ଗଞ୍ଜାମ ଜିଲ୍ଲା ର ପୂର୍ବ ତଟବର୍ତୀ ଇଲାକା ରେ ଏକ ଗ୍ରାମ ।
ଏହା ହିଞ୍ଜୁଳିକଟୁ ପଞ୍ଚାଯତ ଅଧୀନ ରେ ରହିଛି ଓ ଏହା ଏକ କୃଷି ପ୍ରଧାନ ଗ୍ରାମ ।
ଭୌଗୋଳିକ ଅବସ୍ଥିତି
ଏହି ଗ୍ରାମ ର ଅବସ୍ଥିତି 19.32°N 84.78°E ଓ ଏହା ସମୁଦ୍ରପତ୍ତାନ ଠାରୁ 92 ଫୁଟ ଉପରେ ରହିଛି ।
ଜନ ଆବାଦୀ
ବରତିୟ ଜନଗଣନା ଉପରେ ବିଶ୍ଵ ଗଜେଟିଆର ଅନୁସାରେ ଏହି ଗ୍ରାମ ସହ ବେଲଗାନ ର ଜନ ସଂଖ୍ୟା 2013 ରେ 8389. ଥିଲା .,[୧] କିନ୍ତୁ 2011 ଜନଗଣନା ଅନୁସାରେ ଗଣ୍ଡେଲା ର ଜନସଂଖ୍ୟା 4652 ଥିଲା .
।
ଆକର୍ଷଣ
ବୁଢୀ ଠାକୁରାଣୀ ଯାତ୍ରା ସମୟ ରେ ଗ୍ରାମ ଚଳ ଚଞ୍ଚଗଳ ହେଇଥାଏ ।
ଆଧାର ସମୂହ
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.