Jump to content

ବାଘମାରୀ

ଉଇକିପିଡ଼ିଆ‌ରୁ
୧୫:୦୦, ୪ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Baghamari") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Baghamari
Village
Country India
StateOrissa
DistrictKhurda
Area
 • ସମୁଦାୟ5 km2 (2 sq mi)
Population
 • Total୩୦,୦୦୦
 • Density6,000/km2 (16,000/sq mi)
Languages
Time zoneUTC+5:30 (IST)

ବାଘମାରୀ ଭାରତୀୟ ରାଜ୍ୟ ଓଡିଶା ର ଖୋର୍ଦ୍ଧା ଜିଲ୍ଲା ର ପଶ୍ଚିମାଞ୍ଚଳ ରେ ଅବସ୍ଥିତ ଏକ ବୃହତ ଗ୍ରାମ । ଏହାର ଜନସଂଖ୍ୟା 20,000 ରୁ ବେଶୀ । ସ୍ଵାଧୀନ ପୂର୍ବ କାଳ ରେ ଏହି ଅଞ୍ଚଳ ଘାନା ବନାନୀ ରେ ପରିପୂର୍ଣ ଥିଲା ଓ ଅନେକ ବନ୍ୟା ପ୍ରାଣୀ ଓ ବ୍ୟାଘ୍ରା ଏହି ଅଞ୍ଚଳ ରେ ଥିଲେ । 

ଇତିହାସ 

1817 ମସିହା ରେ ଓଡିଶା ର ଜଣେ ଶେଷ ଗଜପତି ଙ୍କ ଓ ଖୋର୍ଦ୍ଧା ର ରାଜା ରାମଚନ୍ଦ୍ର ଦେବା I ଙ୍କ ରାଜୁତି ସମୟ ର ଲିଖିତ ବିବରଣୀ  ଅନୁସାରେ ବାଘମାରୀ ଗ୍ରାମ ରେ ମୁକୁନ୍ଦ ଦେବଙ୍କ ଗ୍ରୀଷ୍ମ କାଳୀନ ଆବାସ ଥିଲା । ପାଇକ ବିଦରହ ସମୟ ରେ ଏହି ଗ୍ରାମ ରାଜାଙ୍କ ଏକ ବଳିଷ୍ଠ କେନ୍ଦ୍ର ଥିବା ସହ ଏଠାରେ ଖୋର୍ଦ୍ଧା ର 74 " ଗଦା" ( ସାମରିକ ଘାଟି ) ମଧ୍ୟ ରୁ ଗୋଟିଏ ଥିଲା । ବ୍ରଜନାଥ ବଡଜେନା ଙ୍କ ଲିଖିତ ତଥ୍ୟାବଳି ରେ ଏହି ଗ୍ରାମ ର ଉଲ୍ଲେଖ ବିଶେଷ ଭାବରେ ରହିଛି । 

ଭୌଗୋଳିକ ସ୍ଥିତି 

ବାଘମାରୀ ର ଭୌଗୋଳିକ ଅବସ୍ଥିତି  20°13′14″N 85°30′05″E / 20.22056°N 85.50139°E / 20.22056; 85.50139ଠାରେ ।  ମହାନଦୀ ର ଏକ ଉପନଦୀ କେନ୍ଦୁଳି ନଦୀ ଏହି ଗ୍ରାମ ର ପଶ୍ଚିମ - ଉତ୍ତର ଦିଗ ରେ ପ୍ରବାହିତ ହୁଏ । ଗ୍ରାମ ର ମୁଖ୍ୟ ଅଞ୍ଚଳ ସବୁଜ କୃଷି କ୍ଷେତ୍ର ଦ୍ଵାରା ଆବଦ୍ଧ । ଗ୍ରାମ ର ଦକ୍ଷିଣ - ପୂର୍ବ ଅଞ୍ଚଳ ରେ ପ୍ରସିଦ୍ଧ ଉଷ୍ମପ୍ରସବଣ " ଅଟ୍ରୀ " ରହିଛି । ଏଠାରେ ସଲଫର ଯୁକ୍ତ ଉଷ୍ମ ଜଳ ନିର୍ଗତ ହୁଏ ଓ ଏହା ଏହି ଅଞ୍ଚଳ ର ଏକ ମୁଖ୍ୟ ଦର୍ଶନୀୟ ପର୍ଯ୍ୟଟନ ସ୍ଥଳୀ । 

ଜନ ଆବାଦୀ 

Tଗ୍ରାମ ର ଲୋକ ସଂଖ୍ୟା 20,000 ରୁ ବେଶୀ । ମହିଳା ପୁରୁଷ ହାର 972:1,000 ।


ଗ୍ରାମ ଟି ରାଜ୍ୟ ରାଜପଥ 1 ଉପରେ ଅବସ୍ଥିତ । ପୂର୍ବରୁ ଜାତିଗତ ଭିତ୍ତି ରେ " ସାହି "ସବୁ ଥିବା ବେଳେ ଅଧୁନା ତାହା ଆଉ ନାହି । 

ଗ୍ରାମ ର ଅବସ୍ଥିତି ମାନଚିତ୍ର 

Layout of Baghamari

ଗ୍ରାମ ର ଜନବସତି ସ୍ଥଳ ଦୁଇଟି ଭିନ୍ନ ଅଞ୍ଚଳ ଭାବେ ରହିଛି । ଗ୍ରାମ ଭିତରସ୍ଥ ରାସ୍ତା ର ଦୁଇ ପାଟ ରେ ଗୃହ ସବୁ ରହିଥାଏ । 

ଅର୍ଥନୈତିକ ଅବସ୍ଥା 

ଏହା ଏକ କୃଷି ପ୍ରଧାନ ଗ୍ରାମ । ପଥର ଖଦାନ ମନ ମଧ୍ୟ ରହି ଲୋକଙ୍କ ଜୀବିକା କୁ ସହାୟତା କରେ । ଜଳସେଚନ ର ଅଭାବ ରୁ ଗ୍ରାମ ରେ କୃଷି ପ୍ରଭାବିତ ହେଇଥାଏ । 

ସ୍ଥାନାନ୍ତର 

ସହର ର ଆକର୍ଷଣ ଯୋଗୁ ଓ ଉନ୍ନତ ଜୀବନ ଶୈଳୀ ପାଇବାକୁ ଏହି ଗ୍ରାମ ର ଜନ ସଂଖ୍ୟା କ୍ରମଶଃ ହ୍ରାସ ପାଇ ଏଠାରୁ ଅନେକ ଅଧିବାସୀ ଖୋର୍ଦ୍ଧା ଓ ଭୁବନେଶ୍ବର ଆଦି ସହର କୁ ସ୍ଥାୟୀ ଭାବରେ ସ୍ଥାନତର ହଉଥିବାର ଦେଖା ଯାଏ । 

ଶିକ୍ଷୟା 

ଏଠାରେ ସାକ୍ଷ୍ୟରତା ହାର 63% ଥିଲେ ମଧ୍ୟ ପର୍ଯ୍ୟାପ୍ତ ।ଶିକ୍ଷ୍ୟା ବ୍ୟବସ୍ଥା ନଥିବାର ଦେଖାଯାଏ । ଏଠାରେ କେବଳ ମାତ୍ର ଗୋଟିଏ ବିଦ୍ୟାଳୟ ହାଇ ସ୍କୁଲ ସ୍ତର ଯାଏ ଶିକ୍ଷ୍ୟା ପାଇଁ ରହିଛି ।  .

Places of tourist interest

Hattakeshwara

' ଅଟ୍ରୀ" ଉଷ୍ମପ୍ରସବଣ 

.' ଅଟ୍ରୀ" ଉଷ୍ମପ୍ରସବଣ.ଏହି ଗ୍ରାମ ର ମୁଖ୍ୟ ଆକର୍ଷଣ । ଏଠାରେ ଭଗବାନ ହାଟକେଶ୍ଵର ଙ୍କ ଏକ ମନ୍ଦିର ରହିଛି । ସେଠାରେ ମକର ମେଳା ପ୍ରତିବର୍ଷ ମହାସମାରୋହ ରେ ପାଳିତ ହୁଏ । ଏହା 30 ଦିନ ଧରି ଚାଲେ ଓ ପ୍ରାୟ 1,00,000 ଲୋକ ଏଠାକୁ ଆସନ୍ତି । 

ଆଧାର ସମୂହ 

  • Orissa: Volumes:1 & 2 by William Wilson Hunter
  • Cultural History of Orissa by Rajiva Ranjan Mishra
  • Comprehensive History and Culture of Orissa by P.K. Misra, J.K. Samal, and J.K. Samal
  • History of Modern Orissa by J.K. Samal

ବାହ୍ୟ ସଂଯୋଗ ସବୁ