କାଦୁଆ ନଦୀ
ଦେଖଣା
କାଦୁଆ ନଦୀଭାରତୀୟ ରାଜ୍ୟ ଓଡିଶା ରେ ପ୍ରବାହିତ ଏକ ନଦୀ । ଏହା ଚେରିଗାଁ ଠାରେ ଦୁଇଟି ନାଳ ର ସମ୍ମିଶ୍ରଣ ରେ ସୃଷ୍ଟି ହେଇଛି । ଏହା ପ୍ରାଚୀ ନଦୀ ଓ କୁଶଭଦ୍ରା ନଦୀ ର ଅଭ୍ୟନ୍ତର ସ୍ଥ ସ୍ଥାନ ର ଜଳଳ ଗ୍ରହଣ କରି 22 କିଲୋମିଟର ପଥ ଅତକ୍ରାନ୍ତ କରି ବଙ୍ଗୋପସାଗର ରେ ପତିତ ହେଇଥାଏ । [୧][୨]
ଆଧାର ସମୂହ
- ↑ Puri. p. 13.
{{cite book}}
: Cite uses deprecated parameter|authors=
(help) - ↑ "The graveyard of the turtles". The Hindu. 27 March 2004.