Jump to content

ପୂର୍ବେଶ୍ୱର ଶିବ ମନ୍ଦିର

ଉଇକିପିଡ଼ିଆ‌ରୁ
୧୨:୪୩, ୩ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Purvesvara Siva Temple") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Purvesvara Siva Temple
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Location
ସ୍ଥାନBhubaneswar
StateOrissa
CountryIndia
Architecture
Typekalingan
Kalinga Architecture
Elevation18 m (59 ft)

ପୂର୍ବେଶ୍ଵର ଶିବ ମନ୍ଦିର ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ଭୁବନେଶ୍ବର ର କଞ୍ଚା ସାହି ଠାରେ ଅବସ୍ଥିତ ଏକ ଶିବ ମନ୍ଦିର । ଏହା 13 ତମ ଶତାବ୍ଦୀ ରେ ନିର୍ମିତ ହେଇଥିଲା ଓ ବର୍ତମାନ ମଧ୍ୟ ଶେୟହରେ ପୂଜା ଅର୍ଚନା ହଉଛି । ଏହି ମନ୍ଦିର ପୂର୍ବେଶ୍ଵର ମନ୍ଦିର ଉନ୍ନୟନ ଆସୋସିଏସନ ଅଧୀନ ରେ ପରିଚାଳିତ । 

ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ର ବାମପାର୍ଶ୍ଵ ରେ 300 ମିଟର ଦୂର ରେ ଅବସ୍ଥିତ ଏହି ମନ୍ଦିର ପଶ୍ଚିମ ଦିଗ ଆଡକୁ ମୁଖ କରି ରହିଛି । ଏହା ଲିଙ୍ଗରାଜ ମନ୍ଦିର ପୂର୍ବଦିଗରେ ରହିଥିବା ବେଳେ ଉତ୍ତରେଶ୍ଵର , ବାରୁନେଶ୍ବର ଓ ପଶ୍ଚିମେଶ୍ଵର ମନ୍ଦିର ସମୂହ ଅନନ୍ୟ ତିନି ଦିଗ ରେ ରହିଛି ।  

ଏଠାରେ ଭୂତଳ ଭିତରେ ଶିବ ଲିଙ୍ଗ 1.07 ମିଟର ଭିତରେ ଅବସ୍ଥିତ । ଏହା ଉତ୍କଳୀୟ କଳା କୃତି ଅନୁସାରେ ନିର୍ମିତ । ଏଠାରେ ଶିବରାତ୍ରି , ସଙ୍କରନ୍ତି ଓ ରୁଦ୍ରଭିଷେକ ଆଦି ପାଳିତ ହୁଏ । 

ମନ୍ଦିର ର ଦୈର୍ଘ୍ୟ 15 ମିଟର ଓ ପ୍ରସ୍ଥ 7.2 ମିଟର ଓ ଏହାର ବିମାନ 6.95 ବର୍ଗ ମିଟର ଓ ଜଗମୋହନ 7.2 ବର୍ଗ ମିଟର ସ୍ଥାନ ରେ ନିର୍ମିତ । ମନ୍ଦିର ର ଚତୁପାର୍ଶ୍ଵ ରେ ପ୍ରାଚୀର ରହିଛି 

ପୁନଶ୍ଚ ଦେଖଣା 

ଆଧାର ସମୂହ