Jump to content

ସିନାପାଲି, ଓଡିଶା

ଉଇକିପିଡ଼ିଆ‌ରୁ
୧୧:୩୧, ୧ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sinapali") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

Sinapali (ଓଡ଼ିଆ: ସିନାପାଲି) is a town in Sinapali Tehsil, Nuapada district, Odisha, India.[] This town is situated on the bank of river Udanti around 70 km from the district Headquarter Nuapada & connected well via roads NH59.

ଜନ ଆବାଦୀ 

2001 ମସିହା ର ଜନଗଣନା ,[] ଅନୁସାରେ ସିନାପାଳି ର ଜନସଂଖ୍ୟା ଓ ଅନ୍ୟ ତଥ୍ୟ ନିମ୍ମ ପ୍ରକାର ଥ୍ଯିଲା , 

ସମୁଦାୟ ଗୃହ ସଂଖ୍ୟା  2,386
ସମୁଦାୟ ଜନସଂଖ୍ୟା  9,987
ପୁରୁଷ  5,025
ମହିଳା  4,962
ଜନଜାତି  1,260
ଉପଜାତି  1,886
ଶିକ୍ଷିତ ଆବାଦୀ  4,550
ଶିକ୍ଷିତ ମହିଳା ସଂଖ୍ୟା  2,989
ମହିଳା ସାକ୍ଷ୍ୟରତା 1,561
କର୍ମଜୀବି  3,598
କୃଶକ  713
ମହିଳା ହାର ( 1000 ପୁରୁଷ ରେ ) 987
କର୍ମଜୀବି ହାର  40

ଭାଷା ଓ ସଂସ୍କୃତି 

 ଏଠାରେ ଲୋକ ମାନେ ମୁଖ୍ୟତ କଳାହାଣ୍ଡି ଅଞ୍ଚଳ ର ଓଡିଆ ବ୍ୟବହାର କରନ୍ତି । ଏହି ଅଞ୍ଚଳ ର ଅନେକ ଲେଖକ ଓଡିଆ ସାହିତ୍ୟ କୁ ଅନେକ ଅବଦାନ ଦେଇଛନ୍ତି । ସ୍ଵାଧୀନତା ପୂର୍ବବର୍ତୀ ସମୟ ରେ ମଧ୍ୟ ଏହି ଅଞ୍ଚଳ ର ଲେଖକ ମାନେ କବିତା , କାବ୍ୟ , ଆଲୋଚନା , ଧର୍ମ ଉପରେ ଲେଖାବଳି ପ୍ରକାଶିତ କରୁଥିଲେ । ପଶ୍ଚିମ  ଓଡିଶା ର ଲୋକ ସଂସ୍କୃତି ଉପରେ ଏହି ଅଞ୍ଚଳ ର ବିଶିଷ୍ଟ ଗବେଷକ ମାନେ ବହୁ ସଂଖ୍ୟା ରେ ପାଣ୍ଡୁଲିପି ପ୍ରସ୍ତୁତ କରିଥିଲେ । ସେ ସବୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ସଂଗ୍ରହାଳୟ ରେ ରକ୍ଷା ଯାଇଛି । ଡ. ହରେକୃଷ୍ଣ ମେହେର ଙ୍କ ଗଙ୍ଗାଧର ମେହେର ଙ୍କ ଟପାଶ୍ଵିନ ର ଇଂରେଜୀ, ହିନ୍ଦୀ ଓ ସଂସୃତ ରେ  ଅନୁବାଦ ଏକ ଉଲ୍ଲେଖନୀୟ ଅବଦାନ । 

ଶିକ୍ଷ୍ୟା

ଏହି ଅଞ୍ଚଳ ରେ ପର୍ଯ୍ୟାପ୍ତ ପରିମାଣ ର ଓଡିଆ ଓ ଇଂରେଜୀ ମିଡିଆମ ସ୍କୁଲ ଓ କଲେଜ ରହିଛି । 

ଯାନିଯାତରା 

  • ସିନାପାଲୀ ମହୋତଶବ 
  • ଦଶହରା 
  • ରଥ ଯାତ୍ରା 
  • ନୂଆଖାଇ 
  • ଦୀପାବଳି 
  • କରତିକ ବା ରାହାସ ପୁରଣିମା 
  • ଡୋଲ ପୁରଣିମା ବା ହୋଲି 
  • ପୌଷ ପୁରଣିମା 

ଦର୍ଶନୀୟ ସ୍ଥାନ ସମୂହ 

ଏଠାରେ ଝରିଆ, ତିପାଖୋଳ , ମୁଲାବସା ବନ୍ଧ , ଲିଆଡ ପ୍ରକଳ୍ପ , ଚଉଡ଼ା ଡଙ୍ଗର  ପରି ପର୍ଯ୍ୟଟକ ଆକର୍ଷଣ ସମୂହ ରହିଛି । 995 ମିଟର ଉତ୍ଚ ଚଉଡ଼ା ଡଙ୍ଗର ପର୍ବତ ର ଗୁମ୍ଫା ଓ ତାହାର ଜଙ୍ଗଲ ରେ ଥିବା ଜୀବଜନ୍ତୁ ଦେଖିବାକୁ ପର୍ଯ୍ୟଟକ ମାନଙ୍କ ଆଗମନ ହେଇଥାଏ । ଛତର ଯାତ୍ରା ସମୟ ରେ ଅନ୍ୟ ଅଞ୍ଚଳ ରୁ ଭକ୍ତ ମାନେ ଏଠାକୁ ଆଗମନ କରିଥାନ୍ତି । 

ନିକଟସ୍ଥ ପର୍ଯ୍ୟଟକ ସ୍ଥଳୀ ସମୂହ 

Yogeshwar Temple, Patora
  • ପାତଳ ଗଙ୍ଗା 
  • ଯୋଗୀ ମଠ 
  • ବୁଦ୍ଧିକୋମ୍ମା 
  • ସୁନାବେଡା ବନ୍ୟା ପ୍ରାଣୀ ଅଭୟାରଣ୍ୟ 
  • ପଟୋରା ବନ୍ଧ 
  • Panchabati picnic spot,kapsi
  • dweemuhani sangam(the confluence of river udanti & dhangri jore),Kapsi
  • Samaleswari temple, kapsi
  • Maa Durga temple, sinspali
  • Jharia,Chatiaguda
  • Mani digra,jugenpadar
  • Sinapali Jagannath Temple
  • Thipakhol
  • Chandrasekhar Mahadeb Temple, Sinapali
  • dhansal,sagunbhadi
  • Tikhali dam
  • chalana Bardeswar temple * chalana
  • maa gouri mandir, Chhot Darlipada.

ଆଧାର ସମୂହ