ପଥରଲା ବାରେଜ
ଦେଖଣା
ପଥରଲା ବାରେଜ (Hindi: पथराला बांध) ଭାରତୀୟ ରାଜ୍ୟ ହରିୟଣା ର ସୋମ୍ବ ନଦୀ ଉପରେ ନିର୍ମିତ ଏକ ବାରେଜ । ଏହା ଯମୁନା ନଗର ଜିଲ୍ଲା ରେ ଅବସ୍ଥିତ । [୧]
ଇତିହାସ
1335 ମସିହା ରେ ଫିରୁଜ ଶାହ ଟୋଗଲକ ଙ୍କ ଦ୍ଵାରା ନିର୍ମିତ ପଶ୍ଚିମ ଯମୁନା କେନାଲ ଅତ୍ୟଧିକ ପତୁମତୀ ଦ୍ଵାରା ପୋତି ହେଇଯିବାରୁ 1750 ମସିହା ରୁ ଅକାମି ହେଇଯାଇଥିଲା । ବ୍ରିଟିଶ ଶାସନ ସମୟ ରେ 1817 ମସିହା ରେ ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇ ବେଙ୍ଗଲ ଇଞ୍ଜିନିଅର ଗ୍ରୁପ ସହାୟତା ରେ ପଥରଳା ବାରେଜ ର କାର୍ଯ୍ୟ ଦାଦୁପୁର ସ୍ଥାନ ରେ 1875 ମସିହା ରେ କରାଯାଇଥିଲା । [୨]
ପଶ୍ଚିମ ଯମୁନା କେନାଲ ହାଥନୀ କୁଣ୍ଡ ବାରେଜ ରୁ ଆରଭ ହେଇ 38 କିଲୋମିଟର ଦୂର ଡାକପଥର ଓ ଦୂନ ର ଦକ୍ଷିଣ ଯାଏ ଏକ ବିସ୍ତିର୍ଣ ଇଲାକା କୁ ଜଳସେଚନ ଯୋଗେଇଥାଏ । ଏଠି ମଧ୍ୟ ରେ ଅମ୍ବାଲା ଜିଲ୍ଲା , ହିସାର ଜିଲ୍ଲା , ଷୋନେପାତ ଜିଲ୍ଲା ଓ ଜିନ୍ଦ ଜିଲ୍ଲା ଆଦି ଅନ୍ତର୍ଭୁକ୍ତ ।[୨]
ବାହ୍ୟ ସଂଯୋଗ
ଆଧାର ସମୂହ
- ↑ Haberman, David L. (2006). River of love in an age of pollution: the Yamuna River of northern India. University of California Press. p. 78. ISBN 978-0-520-24789-5. Retrieved 2 June 2011.
- ↑ ୨.୦ ୨.୧ Western yaumna Canal Project
This article about a dam, floodgate or canal in India is a stub. You can help Wikipedia by expanding it. |