ଖୋଲ ହି-ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ
ଦେଖଣା
ଖୋଳ ହି -ରଇତାନ ବନ୍ୟାପ୍ରାଣୀ ଅଭୟାରଣ୍ୟ (Hindi: खौल ही-राइतान वन्यजीव अभयारण्य)ଭାରତୀୟ ରାଜ୍ୟ ହରିୟଣା ର ପଞ୍ଚକୁଲା ଜିଲ୍ଲା ରେ ଅବସ୍ଥିତ । ଏହା ପଞ୍ଚକୁଲା ସହର ଠାରୁ 0.5 କିଲୋମିଟର ଦୂର ରେ ମାୟଣୀ ରୋଡ ଠାରେ ଅବସ୍ଥିତ । ବୀର ଶିକାରଗଡ ଅଭୟାରଣ୍ୟ ଠାରୁ ଏହାର ଦୂରତା ମାତ୍ର 3 କିଲୋମିଟର । .[୧][୨]
ଇତିହାସ
ହରିୟଣା ସରକାର ଙ୍କ ଜଙ୍ଗଲ ବିଭାଗ ଏହାକୁ ବନ୍ୟ ପ୍ରାଣୀ ଅଭୟାରଣ୍ୟ ଭାବରେ 2004 ମସିହା ଡିସେମ୍ବର ମାସ ରେ ଘୋଷଣା କରିଥିଲେ । .[୧]
ଆୟତନ
ଏହାର ଆୟତନ 4883 ହେକ୍ଟର ଓ ଏହା ଚତୁର୍ପାର୍ଶ୍ୱ ରେ ଆହୁରି 1320 ହେକ୍ଟର ର ଜୈବ ସଚେତନ ଅଞ୍ଚଳ ରହିଛି । [୧][୨]
ବନ୍ୟପ୍ରାଣୀ
ଏହି ଅଞ୍ଚଳ ରେ ଥିବା ଅନ୍ୟ ଅଭୟାରଣ୍ୟ ପରି ଏଠାରେ ମଧ୍ୟ ବିଭିନ୍ନ ବନ୍ୟ ପ୍ରାଣୀ ଦେଖା ଯାଇଥାନ୍ତି । .[୨]
ନିକଟସ୍ଥ ଆକର୍ଷଣ ସମୂହ
- କାଳେଷାର ଜାତୀୟ ପାର୍କ - ଯମୁନା ନଗର ଠାରୁ 15 କିଲୋମିଟର ଦୂରରେ
- ବୀର ଶିକାରଗଡ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ପିଞ୍ଜୋରେ ଠାରୁ 8 କିଲୋମିଟର ଦୂର ରେ
ପୁନଶ୍ଚ ଦେଖଣା
- List of National Parks & Wildlife Sanctuaries of Haryana, India
- Haryana Tourism
- List of Monuments of National Importance in Haryana
- List of State Protected Monuments in Haryana
- List of Indus Valley Civilization sites in Haryana, Punjab, Rajasthan, Gujarat, India & Pakistan
ଆଧାର ସମୂହ
This Haryana location article is a stub. You can help Wikipedia by expanding it. |
This article about protected areas of India is a stub. You can help Wikipedia by expanding it. |