Jump to content

ଖୋଲ ହି-ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଇକିପିଡ଼ିଆ‌ରୁ
ଖୋଳ ହି -ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ
Wildlife Sanctuary
Countryଭାରତ
Government
 • BodyHaryana Forest Department
Time zoneUTC+5:30 (IST)
Websitewww.haryanaforest.gov.in

ଖୋଳ ହି -ରଇତାନ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାରତୀୟ ରାଜ୍ୟ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ଅବସ୍ଥିତ ଏକ ଅଭୟାରଣ୍ୟ । ଏହା ପଞ୍ଚକୁଲା ସହରଠାରୁ ୦.୫ କିଲୋମିଟର ଦୂରରେ ମାୟାଣୀ ରୋଡଠାରେ ଅବସ୍ଥିତ । ବୀର ଶିକାରଗଡ଼ ଅଭୟାରଣ୍ୟଠାରୁ ଏହାର ଦୂରତା ମାତ୍ର ୩ କିଲୋମିଟର ।[][]

ଇତିହାସ 

[ସମ୍ପାଦନା]

ହରିୟାଣା ସରକାରଙ୍କ ଜଙ୍ଗଲ ବିଭାଗ ଏହାକୁ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବରେ ୨୦୦୪ ମସିହା ଡିସେମ୍ବର ମାସରେ ଘୋଷଣା କରିଥିଲେ ।[]

ଆୟତନ 

[ସମ୍ପାଦନା]

ଏହାର ଆୟତନ ୪୮୮୩ ହେକ୍ଟର ଓ ଏହା ଚତୁର୍ପାର୍ଶ୍ୱରେ ଆହୁରି ୧୩୨୦ ହେକ୍ଟରର ଜୈବ ସଚେତନ ଅଞ୍ଚଳ ରହିଛି ।[][]

କାଳେଷାରଠାରେ ଏସୀୟ ହାତୀ 

ବନ୍ୟପ୍ରାଣୀ 

[ସମ୍ପାଦନା]

ଏହି ଅଞ୍ଚଳରେ ଥିବା ଅନ୍ୟ ଅଭୟାରଣ୍ୟ ପରି ଏଠାରେ ମଧ୍ୟ ବିଭିନ୍ନ ବନ୍ୟପ୍ରାଣୀ ଦେଖାଯାଇଥାନ୍ତି ।[]

ନିକଟସ୍ଥ ଆକର୍ଷଣସମୂହ 

[ସମ୍ପାଦନା]
  • କାଳେଷାର ଜାତୀୟ ପାର୍କ - ଯମୁନା ନଗରଠାରୁ ୧୫ କିଲୋମିଟର ଦୂରରେ 
  • ବୀର ଶିକାରଗଡ଼ ବନ୍ୟ ପ୍ରାଣୀ ଅଭୟାରଣ୍ୟ - ପିଞ୍ଜୋରେଠାରୁ ୮ କିଲୋମିଟର ଦୂରରେ 

ଆଧାର 

[ସମ୍ପାଦନା]