Jump to content

ନାଥପା ଝାକ୍ରି ବନ୍ଧ

ଉଇକିପିଡ଼ିଆ‌ରୁ
୦୬:୦୭, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Nathpa Jhakri Dam") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ନାଥପା ଝାକ୍ରି ବନ୍ଧ, ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ରସତଲେଜ ନଦୀ ଉପରେ ଥିବା ଏକ ବନ୍ଧ ।ଜଳବିଦ୍ୟୁତ ଉତ୍ପାଦନ ପାଇଁ ଯୋଜନା କରାଯାଇଥିବା  ହେଇଥିବା ଏହି ବନ୍ଧ କଂକ୍ରିଟ ଦ୍ଵାରା ନିର୍ମିତ ଓ ଏହା 1,500 ମେଗା ୱାଟ ଶକ୍ତି ଉପପାଦନ ଯୋଗ୍ୟ । ଏହାର ଶକ୍ତି ଉତ୍ପାଦନ କେନ୍ଦ୍ର ଭୂତଳ ଭିତରେ ନିର୍ମିତ । ଏହାର ନିର୍ମାଣ 1993 ରେ ଆରମ୍ଭ ହେଇ 2004 ରେ ଏହା କାର୍ଯ୍ୟକାରୀ ହେଲା । ଏହା ବେସରକାରୀ ଉଦ୍ଯୋଗ  SJVN Ltd.ମାଲିକାନା ରେ ନିର୍ମିତ []

ଶକ୍ତି ବିତରଣ 

ନାଥପା ଝାକ୍ରି ବନ୍ଧ ର ଉତ୍ପାଦିତ ଶକ୍ତି କୁ ଉତ୍ତରାଞ୍ଚଳ ଶକ୍ତି ଗ୍ରୀଡ ସହାୟତା ରେ POSOCO ଜରିଆ ରେ ବିତରଣ କରାଯାଇଥାଏ । 

ପୁନଶ୍ଚ ଦେଖଣା 

  • Karcham Wangtoo Hydroelectric Plant – situated upstream
  • List of dams and reservoirs in India

ଆଧାର ସମୂହ