ନାଥପା ଝାକ୍ରି ବନ୍ଧ
ଦେଖଣା
ନାଥପା ଝାକ୍ରି ବନ୍ଧ | |
---|---|
ଦିଗବାରେଣି | 31°33′50″N 77°58′49″E / 31.56389°N 77.98028°E |
କାମ ଆରମ୍ଭ ହେଲା | 1993 |
ତିଅରି ଖର୍ଚ | US$2 billion |
ମାଲିକ | SJVN Ltd |
ବନ୍ଧ ଓ ପାଣି ଯିବା ବାଟ | |
ପାଣିଯିବା ବାଟର କ୍ଷମତା | 5,660 m3/s (199,881 cu ft/s) |
ପାବାର ଷ୍ଟେସନ | |
ସେବା ତାରିଖ | 2004 |
ନାଥପା ଝାକ୍ରି ବନ୍ଧ, ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ରସତଲେଜ ନଦୀ ଉପରେ ଥିବା ଏକ ବନ୍ଧ ।ଜଳବିଦ୍ୟୁତ ଉତ୍ପାଦନ ପାଇଁ ଯୋଜନା କରାଯାଇଥିବା ହେଇଥିବା ଏହି ବନ୍ଧ କଂକ୍ରିଟଦ୍ୱାରା ନିର୍ମିତ ଓ ଏହା 1,500 ମେଗା ୱାଟ ଶକ୍ତି ଉପପାଦନ ଯୋଗ୍ୟ । ଏହାର ଶକ୍ତି ଉତ୍ପାଦନ କେନ୍ଦ୍ର ଭୂତଳ ଭିତରେ ନିର୍ମିତ । ଏହାର ନିର୍ମାଣ 1993ରେ ଆରମ୍ଭ ହେଇ 2004ରେ ଏହା କାର୍ଯ୍ୟକାରୀ ହେଲା । ଏହା ବେସରକାରୀ ଉଦ୍ଯୋଗ SJVN Ltd.ମାଲିକାନାରେ ନିର୍ମିତ [୧]
ଶକ୍ତି ବିତରଣ
[ସମ୍ପାଦନା]ନାଥପା ଝାକ୍ରି ବନ୍ଧର ଉତ୍ପାଦିତ ଶକ୍ତିକୁ ଉତ୍ତରାଞ୍ଚଳ ଶକ୍ତି ଗ୍ରୀଡ ସହାୟତାରେ POSOCO ଜରିଆରେ ବିତରଣ କରାଯାଇଥାଏ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Karcham Wangtoo Hydroelectric Plant – situated upstream
- List of dams and reservoirs in India