ନାଥପା ଝାକ୍ରି ବନ୍ଧ

Coordinates: 31°33′50″N 77°58′49″E / 31.56389°N 77.98028°E / 31.56389; 77.98028
ଉଇକିପିଡ଼ିଆ‌ରୁ
ନାଥପା ଝାକ୍ରି ବନ୍ଧ
ନାଥପା ଝାକ୍ରି ବନ୍ଧ is located in India
ନାଥପା ଝାକ୍ରି ବନ୍ଧ
Location of ନାଥପା ଝାକ୍ରି ବନ୍ଧ
ଦିଗବାରେଣି31°33′50″N 77°58′49″E / 31.56389°N 77.98028°E / 31.56389; 77.98028
କାମ ଆରମ୍ଭ ହେଲା1993
ତିଅରି ଖର୍ଚUS$2 billion
ମାଲିକSJVN Ltd
ବନ୍ଧ ଓ ପାଣି ଯିବା ବାଟ
ପାଣିଯିବା ବାଟର କ୍ଷମତା5,660 m3/s (199,881 cu ft/s)
ପାବାର ଷ୍ଟେସନ
ସେବା ତାରିଖ2004

ନାଥପା ଝାକ୍ରି ବନ୍ଧ, ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ରସତଲେଜ ନଦୀ ଉପରେ ଥିବା ଏକ ବନ୍ଧ ।ଜଳବିଦ୍ୟୁତ ଉତ୍ପାଦନ ପାଇଁ ଯୋଜନା କରାଯାଇଥିବା  ହେଇଥିବା ଏହି ବନ୍ଧ କଂକ୍ରିଟଦ୍ୱାରା ନିର୍ମିତ ଓ ଏହା 1,500 ମେଗା ୱାଟ ଶକ୍ତି ଉପପାଦନ ଯୋଗ୍ୟ । ଏହାର ଶକ୍ତି ଉତ୍ପାଦନ କେନ୍ଦ୍ର ଭୂତଳ ଭିତରେ ନିର୍ମିତ । ଏହାର ନିର୍ମାଣ 1993ରେ ଆରମ୍ଭ ହେଇ 2004ରେ ଏହା କାର୍ଯ୍ୟକାରୀ ହେଲା । ଏହା ବେସରକାରୀ ଉଦ୍ଯୋଗ  SJVN Ltd.ମାଲିକାନାରେ ନିର୍ମିତ [୧]

ଶକ୍ତି ବିତରଣ [ସମ୍ପାଦନା]

ନାଥପା ଝାକ୍ରି ବନ୍ଧର ଉତ୍ପାଦିତ ଶକ୍ତିକୁ ଉତ୍ତରାଞ୍ଚଳ ଶକ୍ତି ଗ୍ରୀଡ ସହାୟତାରେ POSOCO ଜରିଆରେ ବିତରଣ କରାଯାଇଥାଏ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Karcham Wangtoo Hydroelectric Plant – situated upstream
  • List of dams and reservoirs in India

ଆଧାର [ସମ୍ପାଦନା]