Jump to content

ରାମପୁର , ହିମାଚଳ ପ୍ରଦେଶ

ଉଇକିପିଡ଼ିଆ‌ରୁ
୦୪:୪୧, ୩୦ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Rampur, Himachal Pradesh") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ରାମପୁର ବୁଶହର ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ଠାରେ ଅବସ୍ଥିତ ଏକ ସହର ଓ ମୁନିସିପାଲିତଟି । ଏହା ରାଜ୍ୟ ର ରାଜଧାନୀ ସିମଳା ଠାରୁ 130 କିଲୋମିଟର ଦୁରବର୍ତୀ ଏବଂ ନରକନ୍ଦା ସହର ସହ ଜାତୀୟ ରାଜପଠା ଦ୍ଵାରା ସଂଯୁକ୍ତ । (attitude 2708m).

ଇତିହାସ 

ରାମପୁର ଅଞ୍ଚଳ ରେ ସତଲେଜ ନଦୀ ର ଚିତ୍ର  1857 ମସିହା ରେ 

ବଶହର ଜନବଶତି ବୁଶହର ବା ବୁଶସହର ନାମ ରେ ମଧ୍ୟ ପରିଚିତ ଓ ଏହା ବ୍ରିଟିଶ ସମୟ ରେ ଥିବା 28 ଟି ରାଜକୀୟ ଅଧୀନ ରାଜ୍ୟ ମଧ୍ୟ ରୁ ସର୍ବ ବୃହତ ଥିଲା । ଏଠାରୁ  ବ୍ରିଟିଶ ମାନେ ହିମାଲୟ ର ପ୍ରକୃତିକ ସମ୍ପଦ ର ବାଣିଜ୍ୟ ଓ ରପ୍ତାନି ପାଇଁ ଆଗ୍ରହ ନେଇଥିଲେ । ଏହାର ଉତ୍ତର ରେ ସ୍ପିଟି , ପୂର୍ବ ରେ ତିବ୍ବତ, ଦକ୍ଷିଣ ରେ ଗହର୍ବାଳଓ ପଶ୍ଚିମ ରେ ଯୁବବଳ , କୋଟଖାଇ କୁମ୍ଭାରସାଇନ କୋତଗଡ ଓ କୁଲ୍ଲୂ ରହିଛି ।  ଏହି ଅଞ୍ଚଳ ଇଂରେଜ ମାନଙ୍କ ଦ୍ଵାରା ରାଜନୈତିକ ତଥା ଅର୍ଥନୈତିକ ଉତ୍ପୀଡନ ର ଶିକାର ହେଇଥିବା ବେଳେ ଭରତ ସ୍ଵାଧୀନ ହେଲା ପରେ ହିମାଚଳ ପ୍ରଦେଶ ର ଅଞ୍ଚଳ ଭାବରେ ରହିଲା । 

ସତଲେଜ ନଦୀ ର ବାମ ତଟ ରେ 1,005 ପତ୍ତନ ରେ ରାମପୁର ସହର  ଅବସ୍ଥିତ । ଏହା ନୁଶାହିର ର ଶିତ କାଳୀନ ମୁଖ୍ୟାଳୟ ଭାବରେ କାର୍ଯ୍ୟ କରେ । କେନ୍ଦ୍ର ଏସିଆ ଓ ତିବ୍ବତ ସହ ରାସ୍ତା ପଥ ଦ୍ଵାରା ସଂଯୁକ୍ତ ଥିବାରୁ ସ୍ଥଳପଥ ବାଣିଜ୍ୟ ପାଇଁ ଏହା ଏକ ଉତ୍ତମ ମାର୍ଗ । ଉତ୍ତର ହିମାଳୟ ଅଞ୍ଚଳ ର ସର୍ବ ବୃହର ବାଣିଜ୍ୟ ମେଳା "ଲାଭି ମେଳା "ଏହି ଠାରେ ହେଇ କାଶ୍ମୀର , ଲାଦାଖ , ୟାରଖଣ୍ଡ ଓ ଅନନ୍ୟ ଭାରତୀୟ ଅଞ୍ଚଳ ରୁ ଅନେକ ବଣିକ ଏଠାକୁ ଆସିଥାନ୍ତି । 

ରାମପୁର ପଶ୍ଚିମ ତିବ୍ବତ ରେ ଥିବା ହିନ୍ଦୁ ,ବୁଦ୍ଧ ଓ ବନ ଧର୍ମସ୍ଥଳୀ ପାଇଁ ତଥା କୈଳାଶ ପର୍ବତ ଓ ମାନସରୋବର ହ୍ରଦ କୁ ଯିବାର ରାସ୍ତା ରେ ରହିଥିବାରୁ ଏଠାରେ ସର୍ବଦା ତୀର୍ଥ ଯାତ୍ରୀ ତଥା ବଣିକ ମାନଙ୍କ ଗହଳି ରହିଥାଏ । ରାମପୁର ଠାରେ ନପ୍ତା ଝକରି ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରାମପୁର ଜଳ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି । 1570 ମସିହା ରେ ଏଠାରେ ରାଜା ସେଙ୍ଗ ଗେ ରେଗୟଳ ଏକ ଦୁର୍ଗ ନିର୍ମାଣ କରିଥିଲେ । []

ଭୌଗୋଳିକ ସ୍ଥିତି 

ରାମପୁର ର ଭୌଗୋଳିକ ସ୍ଥିତି  31°27′N 77°38′E / 31.45°N 77.63°E / 31.45; 77.63.[] ଏହାର ହାରାହାରି ପତ୍ତନ 4429 ଫୁଟ । ଏହା ସତଲେଜ ନଦୀ ଟିର ରେ ଅବସ୍ଥିତ ଏକ ସୁନ୍ଦର ପ୍ରକୃତିକ ସ୍ଥଳ । ଏହା ନିକଟ ରେ ଝକରି , ଶରାହନ ବୁଶହର , ସବୁଜ ଉପତ୍ୟକା ଧର ଗୌରା, ଶରଇକୋଟ ହାତୁ ମାତା ମନ୍ଦିର , ବରଫାବୃତ ପର୍ବତ ପରି ଦର୍ଶନୀୟ ସ୍ଥାନ ସମୂହ ରହିଛି । 

ଆଧାର ସମୂହ 

  1. Halkias, Georgios (2009).
  2. Falling Rain Genomics, Inc - Rampur

ବାହ୍ୟ ସଂଯୋଗ 

  • Photographs of Rampur-Bushahr [୧] in SAS-Space