ଜିଗନୀ ରାଜ୍ୟ
ଜିଗଣି ରାଜ୍ୟ ବ୍ରିଟିଶ ଶାସନ ସମୟ ର ଏକ ରାଜକିୟାକରଦ ରାଜ୍ୟ ଥିଲା । ଏହା ର ଅଯତନାମାତ୍ର 82.87 ବର୍ଗକିଲୋମିଟର ଥିଲା । 1901 ମସିହା ରେ ଏହାର ଲୋକସଂଖ୍ୟା 4,297 ଥିଲା। ହମୀରପୁର ଓ ଝାଁସୀ ଜିଲ୍ଲା ଏହି ରାଜ୍ୟ ର ପରିସୀମା ଅଞ୍ଚଳ ରେ ଅବସ୍ଥିତ ।
.ଜିଗଣି ର ରାଜଧାନୀ ଜିଗଣି[୧] ସହର ଥିଲା । [୨] ଏହା 1,770 ଲୋକସଂଖ୍ୟା ବିଶିଷ୍ଟ ଏକ ସହର , ଯାହା ଧୂସାନ ଓ ବେତୱା ନଦୀ[୩] ର ସାଙ୍ଗମ ପିଠ ଠାରେ ଅବସ୍ଥିତ । ଏହା ବର୍ତମାନ ଉତ୍ତର ପ୍ରଦେଶ ର ରଥ ତହସିଲ ଭାବରେ ରହିଛି । [୩]
ଇତିହାସ
ବୁନ୍ଦେଲା ରାଜା.ପରିବାର ର ପାନ୍ନା ରାଜ୍ୟ ର ରାଜା ଛତ୍ରସାଳ ଙ୍କ ପୁତ୍ର ରାଓ ପଦମ ସିଂହ ଏହି ରାଜ୍ୟ କୁ 1730 ମସିହା ରେ ସ୍ଥାପନ କରିଥିଲେ । ଏହା ପୂର୍ବରୁ ବୃହତ ଆୟତନ ର ଥିଲେ ମଧ୍ୟ ମରାଠା ମାନେ ଅନେକ ଅଞ୍ଚଳ ଅଧିକାର କରି ନେଇଯାଇଥିଲେ । [୩]
1810 ମସିହା ରେ ପୃଥ୍ଭି ସିଂହ ଙ୍କ ରାଜୁତି କାଳ ରେ ଏହା ବ୍ରିଟିଶ ମାନଙ୍କ କରଡା ରାଜ୍ଯଭାବେ ରହିଲା । .[୪] 1947 ମସିହା ରେ ଏହାର ଶେଷ ରାଜା ଭୂପେନ୍ଦ୍ର ବିଜୟ ସିଂହ ଏହାକୁ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ କରିଦେଲେ । .[୫]
ଶାସକଗଣ
ବୁନ୍ଦେଲା ରାଜପୁତ ରାଜପରିବାର ର ରାଜା ମାନେ ଏହାକୁ "ରାଓ" ଉପାଧି ସହ ଶାସନ କରୁଥିଲେ । [୪]
ରାଓ ସମୂହ
- 1730 - 1790 ପଦମ ସିଂହ
- 1790 - 1806 ଲକ୍ଷ୍ମଣ ସିଂହ
- 1806 - 1830 ପିରଥି ସିଂହ
- 1830 - 1870 ଭୋପାଲ ସିଂହ
- 1870 - 1892 ଲକ୍ଷ୍ମଣ ସିଂହ II
- 1892 - 1925 ଭାନୁପ୍ରତାପ ସିଂହ
- 1925 - 1934 ଅରିମର୍ଦନ ସିଂହ
- 1934 - 15 Aug 1947 ଭୂପେନ୍ଦ୍ର ବିଜୟ ସିଂହ
ପୁନଶ୍ଚ ଦେଖଣା
- Political integration of India
- Vindhya Pradesh