ଜିଗନୀ ରାଜ୍ୟ

ଉଇକିପିଡ଼ିଆ‌ରୁ

ଜିଗଣୀ ରାଜ୍ୟ
जिगनी रियासत
Princely State of British India
1730–1950
Location of Jigni
Location of Jigni
Jigni State in the Imperial Gazetteer of India
History
 •  Established 1730
 •  Independence of India 1950
Area
 •  1901 ୫୭ km2 (୨୨ sq mi)
Population
 •  1901 ୩,୮୩୮ 
Density ୬୭.୩ /km2  (୧୭୪.୪ /sq mi)
Today part of Hamirpur district, Uttar Pradesh, India
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଜିଗଣି ରାଜ୍ୟ ବ୍ରିଟିଶ ଶାସନ ସମୟର ଏକ ରାଜକିୟାକରଦ ରାଜ୍ୟ ଥିଲା । ଏହାର ଅଯତନାମାତ୍ର 82.87 ବର୍ଗକିଲୋମିଟର ଥିଲା । 1901 ମସିହାରେ ଏହାର ଲୋକସଂଖ୍ୟା 4,297 ଥିଲା। ହମୀରପୁର ଓ ଝାଁସୀ ଜିଲ୍ଲା ଏହି ରାଜ୍ୟର ପରିସୀମା ଅଞ୍ଚଳରେ ଅବସ୍ଥିତ । 

.ଜିଗଣିର ରାଜଧାନୀ ଜିଗଣି[୧] ସହର ଥିଲା । [୨] ଏହା 1,770 ଲୋକସଂଖ୍ୟା ବିଶିଷ୍ଟ ଏକ ସହର ,  ଯାହା ଧୂସାନ ଓ ବେତୱା ନଦୀ[୩]ର ସାଙ୍ଗମ ପିଠଠାରେ ଅବସ୍ଥିତ ।  ଏହା ବର୍ତ୍ତମାନ ଉତ୍ତର ପ୍ରଦେଶର ରଥ ତହସିଲ ଭାବରେ ରହିଛି ।[୩]

ଇତିହାସ [ସମ୍ପାଦନା]

ବୁନ୍ଦେଲା ରାଜା.ପରିବାରର ପାନ୍ନା ରାଜ୍ୟର ରାଜା  ଛତ୍ରସାଳଙ୍କ ପୁତ୍ର ରାଓ ପଦମ ସିଂହ ଏହି ରାଜ୍ୟକୁ 1730 ମସିହାରେ ସ୍ଥାପନ କରିଥିଲେ । ଏହା ପୂର୍ବରୁ ବୃହତ ଆୟତନର ଥିଲେ ମଧ୍ୟ ମରାଠାମାନେ ଅନେକ ଅଞ୍ଚଳ ଅଧିକାର କରି ନେଇଯାଇଥିଲେ । [୩]

1810 ମସିହାରେ ପୃଥ୍ଭି ସିଂହଙ୍କ ରାଜୁତି କାଳରେ ଏହା ବ୍ରିଟିଶ ମାନଙ୍କ କରଡା ରାଜ୍ଯଭାବେ ରହିଲା । .[୪] 1947 ମସିହାରେ ଏହାର ଶେଷ ରାଜା ଭୂପେନ୍ଦ୍ର ବିଜୟ ସିଂହ ଏହାକୁ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ କରିଦେଲେ । .[୫]

ଶାସକଗଣ [ସମ୍ପାଦନା]

ବୁନ୍ଦେଲା ରାଜପୁତ ରାଜପରିବାରର ରାଜାମାନେ ଏହାକୁ "ରାଓ" ଉପାଧି ସହ ଶାସନ କରୁଥିଲେ ।  [୪]

ରାଓ ସମୂହ [ସମ୍ପାଦନା]

  • 1730 - 1790 ପଦମ  ସିଂହ 
  • 1790 - 1806 ଲକ୍ଷ୍ମଣ ସିଂହ 
  • 1806 - 1830 ପିରଥି ସିଂହ 
  • 1830 - 1870 ଭୋପାଲ ସିଂହ 
  • 1870 - 1892 ଲକ୍ଷ୍ମଣ ସିଂହ II 
  • 1892 - 1925 ଭାନୁପ୍ରତାପ ସିଂହ 
  • 1925 - 1934 ଅରିମର୍ଦନ ସିଂହ 
  • 1934 - 15 Aug 1947 ଭୂପେନ୍ଦ୍ର ବିଜୟ ସିଂହ 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Political integration of India
  • Vindhya Pradesh

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]