Jump to content

ଜିଗନୀ ରାଜ୍ୟ

ଉଇକିପିଡ଼ିଆ‌ରୁ

ଜିଗଣୀ ରାଜ୍ୟ
जिगनी रियासत
Princely State of British India
1730–1950
Location of Jigni
Location of Jigni
Jigni State in the Imperial Gazetteer of India
History
  Established 1730
  Independence of India 1950
Area
  1901 ୫୭ km2 (୨୨ sq mi)
Population
  1901 ୩,୮୩୮ 
Density ୬୭.୩ /km2  (୧୭୪.୪ /sq mi)
Today part of Hamirpur district, Uttar Pradesh, India
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଜିଗଣି ରାଜ୍ୟ ବ୍ରିଟିଶ ଶାସନ ସମୟର ଏକ ରାଜକିୟାକରଦ ରାଜ୍ୟ ଥିଲା । ଏହାର ଅଯତନାମାତ୍ର 82.87 ବର୍ଗକିଲୋମିଟର ଥିଲା । 1901 ମସିହାରେ ଏହାର ଲୋକସଂଖ୍ୟା 4,297 ଥିଲା। ହମୀରପୁର ଓ ଝାଁସୀ ଜିଲ୍ଲା ଏହି ରାଜ୍ୟର ପରିସୀମା ଅଞ୍ଚଳରେ ଅବସ୍ଥିତ । 

.ଜିଗଣିର ରାଜଧାନୀ ଜିଗଣି[] ସହର ଥିଲା । [] ଏହା 1,770 ଲୋକସଂଖ୍ୟା ବିଶିଷ୍ଟ ଏକ ସହର ,  ଯାହା ଧୂସାନ ଓ ବେତୱା ନଦୀ[]ର ସାଙ୍ଗମ ପିଠଠାରେ ଅବସ୍ଥିତ ।  ଏହା ବର୍ତ୍ତମାନ ଉତ୍ତର ପ୍ରଦେଶର ରଥ ତହସିଲ ଭାବରେ ରହିଛି ।[]

ଇତିହାସ 

[ସମ୍ପାଦନା]

ବୁନ୍ଦେଲା ରାଜା.ପରିବାରର ପାନ୍ନା ରାଜ୍ୟର ରାଜା  ଛତ୍ରସାଳଙ୍କ ପୁତ୍ର ରାଓ ପଦମ ସିଂହ ଏହି ରାଜ୍ୟକୁ 1730 ମସିହାରେ ସ୍ଥାପନ କରିଥିଲେ । ଏହା ପୂର୍ବରୁ ବୃହତ ଆୟତନର ଥିଲେ ମଧ୍ୟ ମରାଠାମାନେ ଅନେକ ଅଞ୍ଚଳ ଅଧିକାର କରି ନେଇଯାଇଥିଲେ । []

1810 ମସିହାରେ ପୃଥ୍ଭି ସିଂହଙ୍କ ରାଜୁତି କାଳରେ ଏହା ବ୍ରିଟିଶ ମାନଙ୍କ କରଡା ରାଜ୍ଯଭାବେ ରହିଲା । .[] 1947 ମସିହାରେ ଏହାର ଶେଷ ରାଜା ଭୂପେନ୍ଦ୍ର ବିଜୟ ସିଂହ ଏହାକୁ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ କରିଦେଲେ । .[]

ଶାସକଗଣ 

[ସମ୍ପାଦନା]

ବୁନ୍ଦେଲା ରାଜପୁତ ରାଜପରିବାରର ରାଜାମାନେ ଏହାକୁ "ରାଓ" ଉପାଧି ସହ ଶାସନ କରୁଥିଲେ ।  []

ରାଓ ସମୂହ 

[ସମ୍ପାଦନା]
  • 1730 - 1790 ପଦମ  ସିଂହ 
  • 1790 - 1806 ଲକ୍ଷ୍ମଣ ସିଂହ 
  • 1806 - 1830 ପିରଥି ସିଂହ 
  • 1830 - 1870 ଭୋପାଲ ସିଂହ 
  • 1870 - 1892 ଲକ୍ଷ୍ମଣ ସିଂହ II 
  • 1892 - 1925 ଭାନୁପ୍ରତାପ ସିଂହ 
  • 1925 - 1934 ଅରିମର୍ଦନ ସିଂହ 
  • 1934 - 15 Aug 1947 ଭୂପେନ୍ଦ୍ର ବିଜୟ ସିଂହ 

ପୁନଶ୍ଚ ଦେଖଣା 

[ସମ୍ପାଦନା]
  • Political integration of India
  • Vindhya Pradesh

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]