Jump to content

ଛତରପୁର ରାଜ୍ୟ

ଉଇକିପିଡ଼ିଆ‌ରୁ
୨୩:୧୫, ୨୭ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Chhatarpur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଛତରପୁର , ଏକ ପୂର୍ବତନ ବ୍ରିଟିଶ ଅଧୀନ ଭାରତୀୟ ଏକ ରାଜ୍ୟ ଥିଲା । ଏହା ସ୍ଵାଧୀନତା ପରେ ମଧ୍ୟ ପ୍ରଦ୍ଶ ର ଏକ ଜିଲ୍ଲା ଓ ଛତରପୁର ସହର ଏହାର ସଦର ମହକୁମା ତଥା ଏକ ମୁନିସିପାଲିଟି ଅଞ୍ଚଳ.। 

History

ପ୍ରାଚୀନ ଛତରପୁର ରାଜ୍ୟ ର ପତାକା 

1785 ମସିହା ରେ ସ୍ଥାପିତ ହେଇଥିବା ଛତରପୁର , ବୁନ୍ଦେଲା ର ରାଜପୁତ ମୁଖ୍ୟ ଛତ୍ରସାଲ ଙ୍କ ନାମାନୁସାରେ ନମିତା ହେଇଥିଲା । ଏହି ରାଜ୍ୟ ଛତ୍ରସାଲ ଙ୍କ ବଂଶଜ ମାନଙ୍କ ଦ୍ଵାରା ଶାସିତ ହେଲା ପରେ ପୋଂବର ବଂଶ ଏହାର ଅଧିକାର କଲେ । କଂୱାର ସୋନ ସିଂହ ପୋଂବର  ଏହା କୁ ବୃତିଉଶ ମାନେ ପ୍ରଦାନ କରିଥିଲେ । ଏହି ରାଜ୍ୟ ଉତ୍ତରାଧିକାରୀ ନ ଥିବାରୁ ବ୍ରିଟିଶ ମାନଙ୍କ ଅଧୀନ କୁ ସମ୍ପୂର୍ଣ ଭାବେ ଯିବା କଥା ହେଇଥିଲେ ମଧ୍ୟ ବ୍ୟତିକ୍ରମ କରି ଏହାକୁ ବ୍ରିଟିଶ ମାନେ ଜଗତ ରାଜ ଙ୍କୁ ଦିଆ ଯାଇଥିଲା । ଏହି ରାଜ୍ୟ ର ଆୟତନ 1,118 ବର୍ଗ କିଲୋମିଟର ହେଇଥିଲା ବେଳେ 1901 ରେ ଏହାର ଜଣ ସଂଖ୍ୟା 156,139 ଥିଲା । 

1901 ମସିହା ରେ ଛତରପୁର ସହର ର ଲୋକ ସଂଖ୍ୟା 10,029 ଥିଲା । ଏହା ପୂର୍ବରୁ ବ୍ରିଟିଶ ସେନା ମାନଙ୍କ ଅବାସ ସ୍ଥଳୀ ମଧ୍ୟ ଥିଲା । []

ରାଜା 

  • 1785 -1816 Kunwar Sone Shah(d. 1816)
  • 1816 -1854 Partab Singh(d. 1854)
  • 1854 -1867 Jaghat Singh(b. 1846 - d. 1867)
  • 1867 -1895 Vishvanath Singh(b. 1866 - d. 1932)

ମହାରାଜା 

  • (4 May 1649 – 20 December 1731) Maharaja Chhatrasal
  • 1895-1932 Vishvanath Singh(b. 1866 - d. 1932)
  • 1932-1947 Bhawani Singh(b. 1921 - d. 2006)[]

ଛତରପୁର ଦେଶ ସ୍ଵାଧିନ ହେବାର ପରେ ବିନ୍ଦ୍ୟ ପ୍ରଦେଶ ସହ ମିଶି ପରେ 1956 ମସିହା ରେ ମଧ୍ୟ ପ୍ରଦେଶ ସହ ଭାରତୀୟ ରାଜ୍ୟ ସମୂହ ରେ ସମ୍ମିଳିତ ହେଇଥିଲା । 

ଭୌଗୋଳିକ ସ୍ଥିତି 

ଛତରପୁର ର ଭୋଗୋଳିକ ସ୍ଥିତି 24°54′N 79°36′E / 24.9°N 79.6°E / 24.9; 79.6.[] ଏହା ର ପତ୍ତନ 1000 ଫୁଟ । ଏହା ମଧ୍ୟ ପ୍ରଦେଶ ର ଉତ୍ତର ପୂର୍ବ ଦିଗ ରେ ଅବସ୍ଥିତ । ଏହାକୁ ଲାଗି ଝାଁସୀ , ବାନ୍ଦା ଓ ଗ୍ଵାଲିଆର ଜିଲ୍ଲା ରହିଛି । 

ଜନ ଆବାଦୀ

2011 ଜନଗଣନା ଅନୁସାରେ ଛତରପୁର ର ଜଣ ସଂଖ୍ୟା 147,669 ଥିଲା ଯାହା ମଧ୍ୟ ରୁ 53 % ପୁରୁଷ ଓ 47% ମହିଳା ଥିଲେ । 6 ବର୍ଷ ରୁ କମ ଆବାଦୀ 15 % ଥିଲା । ସାକ୍ଷ୍ୟରତା ହାର 69% , ଯାହା ଜାତୀୟ ହାର 59.5% ଠାରୁ ଅଧିକ ଥିଲା । 

ଆର୍ଥିକ ସ୍ଥିତି 

Tଏଠାରେ କୌଣସି ବୃହତ ଶିଳ୍ପ ନାହିଁ ।କୃଷି ଉପରେ ମୁଖ୍ଯତଃ ନିର୍ଭରଶୀଳ ଏହି ଅଞ୍ଚଳ ଗ୍ରାନାଇଟ ଖଣିଜ ଦ୍ରବ୍ୟ  ମିଳିଥାଏ ।  ମରୁଡି ପ୍ରବଣ ଏହି ଅଞ୍ଚଳ ଆର୍ଥିକ ଦ୍ରୁଷ୍ଟି ରୁ ଦୁର୍ବଳ ରହେ । 

ପର୍ଯ୍ୟଟନ 

  • ଖାଜୁରାହୋ 
  • ଧୁବଳା ମିଉଜିଆମ 
  • ଜଟାଶଙ୍କର ଧର୍ମସ୍ଥଳୀ 
  • ଭୀମକୁଣ୍ଡ , ପ୍ରକୃତିକ ଜଳ କୁଣ୍ଡ ଓ ଧମସ୍ଥଳୀ 
  • ଖାଜୁରାହୋ ନିକଟସ୍ଥ ରେନାହ ଜଳପ୍ରପାତ 
  • ହନୁମାନ ଟଉରିଆ 
  • ବାମର ଅବିଆଣୀ , ପ୍ରାଚୀନ ମାଁ ଦୂର୍ଗା ମନ୍ଦିର 
  • ପାନ୍ନା ଜାତୀୟ ପାର୍କ 
  • ପାଣ୍ଡବ ପ୍ରପାତ 
  • ଲବକୁଶନଗର ହନୁମାନ ମନ୍ଦିର 

ଆଧାର ସମୂହ 

  1. Chisholm, Hugh, ed. (1911). "Chhatarpur" . Encyclopædia Britannica Eleventh Edition. Vol. 6 (11th ed.). Cambridge University Press. p. 116.
  2. {{cite web}}: Empty citation (help)
  3. {{cite web}}: Empty citation (help)

ଜୀବନୀ 

ବାହ୍ୟ ସଂଯୋଗ