ଝୁଲା ଉଦ୍ୟାନ , ମୁମ୍ବାଇ
ଦେଖଣା
ଝୁଲା ଉଦ୍ୟାନ , ଭାରତୀୟ ରାଜ୍ୟ ମହାରାଷ୍ଟ୍ର ର ମୁମ୍ବାଇ ସହର ମାଲାବାର ହିଲ ଉପର ଅଞ୍ଚଳ ରେ ଥିବା ଏକ ଅନନ୍ୟ ଉଦ୍ୟାନ । ଏହାକୁ ଫିରୋଜ ଶାହ ମେହେଟ୍ଟା ଉଦ୍ୟାନ ବୋଲି ମଧ୍ୟ କୁହାଯାଏ । ମଲାବାର ହିଲ ର ପଶ୍ଚିମ ପାଟ ରେ କମଳା ନେହେରୁ ପାର୍କ ର ବିପରୀତ ଦିଗ ରେ ଏହା ରହିଛି । ଏଠାରୁ ଆରବ ସାଗର ରେ ସୂର୍ଯ୍ୟାସ୍ତ ଦୃଶ୍ୟ ଦେଖାଯିବା ସହ ଅନେକ ବୁଡା ଜାତୀୟ ବୃକ୍ଷଯ କୁ ବିଭିନ୍ନ ପଶୁ ପରି ଆକୃତି ଦିଆ ଯାଇଥାଏ । ମୁମ୍ବାଇ ସହର ର ମୁଖ୍ୟ ଜଳଭଣ୍ଡାର ର ଉପରେ ଏହି ପାର୍କ କୁ ଉଲ୍ଲାସ ଘୋପକର 1881 ରେ ନିର୍ମାଣ କରିଥିଲେ । କେତେକ ଙ୍କ କଥା ଅନୁସାରେ ଏହାକୁ ପ୍ରଦୂଷଣ ରୁ ଜଳଭଣ୍ଡାର କୁ ରକ୍ଷୟା କରିବାକୁ ନିର୍ମାଣ କରା ଯାଇଥିଲା । ଆକାଶ ମାର୍ଗ ରୁ ଲକ୍ଷ୍ୟ କଲେ ଏହା ଭିତରସ୍ଥ ରାସ୍ତା ସବୁ PMG ଅକ୍ଷର ଆକୃତି ର ଦେଖା ଯାଇଥାଏ ।
Gallery
-
Hanging Gardens
-
Hanging Gardens in Malabar Hill, c. 1905
-
Hanging Gardens
-
Hanging Gardens in Malabar Hill, c. 1905
ଆଧାର
ବାହ୍ୟ ସଂଯୋଗ ସବୁ
This Mumbai location article is a stub. You can help Wikipedia by expanding it. |