ଝୁଲା ଉଦ୍ୟାନ , ମୁମ୍ବାଇ
ଝୁଲା ଉଦ୍ୟାନ , ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ସହର ମାଲାବାର ହିଲ ଉପର ଅଞ୍ଚଳରେ ଥିବା ଏକ ଅନନ୍ୟ ଉଦ୍ୟାନ । ଏହାକୁ ଫିରୋଜ ଶାହ ମେହେଟ୍ଟା ଉଦ୍ୟାନ ବୋଲି ମଧ୍ୟ କୁହାଯାଏ । ମଲାବାର ହିଲର ପଶ୍ଚିମ ପାଟରେ କମଳା ନେହେରୁ ପାର୍କର ବିପରୀତ ଦିଗରେ ଏହା ରହିଛି । ଏଠାରୁ ଆରବ ସାଗରରେ ସୂର୍ଯ୍ୟାସ୍ତ ଦୃଶ୍ୟ ଦେଖାଯିବା ସହ ଅନେକ ବୁଡା ଜାତୀୟ ବୃକ୍ଷଯକୁ ବିଭିନ୍ନ ପଶୁ ପରି ଆକୃତି ଦିଆ ଯାଇଥାଏ । ମୁମ୍ବାଇ ସହରର ମୁଖ୍ୟ ଜଳଭଣ୍ଡାରର ଉପରେ ଏହି ପାର୍କକୁ ଉଲ୍ଲାସ ଘୋପକର 1881ରେ ନିର୍ମାଣ କରିଥିଲେ । କେତେକଙ୍କ କଥା ଅନୁସାରେ ଏହାକୁ ପ୍ରଦୂଷଣରୁ ଜଳଭଣ୍ଡାରକୁ ରକ୍ଷୟା କରିବାକୁ ନିର୍ମାଣ କରା ଯାଇଥିଲା । ଆକାଶ ମାର୍ଗରୁ ଲକ୍ଷ୍ୟ କଲେ ଏହା ଭିତରସ୍ଥ ରାସ୍ତା ସବୁ PMG ଅକ୍ଷର ଆକୃତିର ଦେଖା ଯାଇଥାଏ ।
Gallery[ସମ୍ପାଦନା]
ଆଧାର [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
This Mumbai location article is a stub. You can help Wikipedia by expanding it. |