ଆଲିଗଡ ଦୁର୍ଗ
Coordinates: 27°55′42″N 78°03′26″E / 27.9284684°N 78.0571125°E27°55′42″N 78°03′26″E / 27.9284684°N 78.0571125°Eଆଲିଗଡ ଦୁର୍ଗ (Hindi: अलीगढ़ क़िला, ଉର୍ଦ୍ଦୁ: علی گڑھ قلعہ Aligarh Qila) ଯାହାକୁ ବହନେ ଚୋର କି କିଲ୍ଲା କୁହାଯାଇଥାଏ , ଭାରତୀୟ ରାଜ୍ୟ ଉତ୍ତର ପ୍ରଦେଶ ର ଆଲିଗଡ ଠାରେ ଅବସ୍ଥିତ । ଏହାକୁ ଭାରତ ର ସବୁଠାରୁ ସୁଦୃଢ ଦୁର୍ଗ କୁହାଯାଏ ।ଏହା ଭାରତୀୟ ଗ୍ରାଣ୍ଡ ଟ୍ରଙ୍କ ରାଜପଥ ସମୀପ ରେ ଅବସ୍ଥିତ ଓ ଏହାର ଚତୁର୍ଦିଗ ରେ ବିଶାଳ ଖାଇ ଗୁଡିକ ରହିଛି । [୧]
ଇତିହାସ
1524-25 ମସିହା ରେ କୋଳ ରାଜ୍ୟ ର ଗଭର୍ନର ଇଂରାହିମ ଲୋଧି ମହମ୍ମଦ ଙ୍କ ଦ୍ଵାରା ଏହାର ନିର୍ମାଣ ହେଇଥିଲା । ପରେ ସାବିତ ଖାନ ତାକୁ ପୁନର୍ନିର୍ମାଣ କରିଥିଲେ [୨]। 1759 ମସିହା ରେ ମାଧବ ରାଓ ସିନ୍ଧିଆ ଙ୍କ ଶାସନ କଳା ସମୟ ରେ ଏହାର ଗୁରୁତ୍ଵ ବୃଦ୍ଧି ପାଇଥିଲା । ସେ ଏହାକୁ ଫରାଶି ସୈନ୍ୟ ମାନଙ୍କ ସହାୟତା ରେ ଆହୁରି ବଳିଷ୍ଠ କରି ଗଢି ଥିଲେ । ଅଲି ଘୁର ଯୁଦ୍ଧ ସମୟ ରେ ମରାଠା ମାନଙ୍କ ଠାରୁ ବ୍ରିଟିଶ ମାନେ ଏହାକୁ ଅଧିକାର କରିନେଇଥିଲେ ।1857 ସିପାହୀ ବିଦ୍ରୋହ ସମୟ ର ଏଠାରେ ଥିବା ସିପାହୀ ମାନେ ବିଦ୍ରୋହ ରେ ଭାଗ ନେଇଥିଲେ କିନ୍ତୁ ସେମାନେ ବ୍ରିଟିଶ ଅଫିସର ମାନଙ୍କୁ ହତ୍ୟା କରିନଥିଲେ । ସେମାନେ ହାଥରସ ନାମକ ସ୍ଥାନ କୁ ପଳେଇଥିଲେ । [୧]1700 ମସିହା ର ମଧ୍ୟ ପରେ ଏହି ଦୁର୍ଗ ମାଧବ ରାଓ ସିନ୍ଧିଆ , ସୁରାଜମଳ ଜାତ ଙ୍କ ପରି ଶାସକ ଙ୍କ ଅଧୀନ ରେ ରହିଥିଲା ।
ବର୍ତମାନ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଅହିନରେ ଥିବା ଏହି ଦୁର୍ଗ ର ଅଭ୍ୟନ୍ତର ଭାଗ କୁ ଜୀବ ବିଜ୍ଞାନ ବିଭାଗ ପାଇଁ ବ୍ୟବହାର କରାଯାଉଛି । ସେମାନେ ପୁଣି ଏହାର ଉନ୍ନୟନ କରିଥିଲେ । [୩]
ଆଧାର ସମୂହ
- ↑ ୧.୦ ୧.୧ Classic encyclopedia
- ↑ History of Aligarh
- ↑
{{cite web}}
: Empty citation (help)
. |
This Indian history-related article is a stub. You can help Wikipedia by expanding it. |