Jump to content

ସମ୍ବଲପୁରରେ ଶିକ୍ଷା

ଉଇକିପିଡ଼ିଆ‌ରୁ
୨୧:୨୯, ୨୪ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Education in Sambalpur") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସମ୍ବଲପୁର , ଭାରତୀୟ ରାଜ୍ୟ ଓଡିଶା ର ପଶ୍ଚିମାଞ୍ଚଳ ରେ ଥିବା ସମ୍ବଲପୁର  ଜିଲ୍ଲା ର ମୁଖ୍ୟ ସହର ତଥା ସଦର ମହକୁମା । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରୁ ୩୨୧ କିଲୋମିଟର ଦୂର ରେ ଅବସ୍ଥିତ । ୧୮୭୬ ମସିହା ରେ ସମ୍ବଲପୁର ମୁନିସିପାଲିଟି ହିସାବ ରେ ମାନ୍ୟତା ପାଇଥିଲା ।  ସମ୍ବଲପୁର ସହର କୁ ପଶ୍ଚିମାଞ୍ଚଳ ର ବ୍ୟବସାୟୀକ ରାଜଧାନୀ କୁହା ଯାଏ । ହୀରାକୁଦ ଡେମ , ସମ୍ବଲପୁରୀ ଶାଢୀ , ସମ୍ବଲପୁରୀ ନୃତ୍ୟ , ଶୀତଳଷଷ୍ଠୀ ଯାତ୍ରା , ହୁମା ର ବକ୍ର ମନ୍ଦିର , ଏ ସବୁ ସମ୍ବଲପୁର କୁ ଭାରତ ରେ ପରିଚିତ କରାଇ ଥାଆନ୍ତି ।  

ସମ୍ବଲପୁର ରେ ଥିବା ଶିକ୍ଷ୍ୟାନୁଷ୍ଠାନ ମାନଙ୍କ ସାରଣୀ 

ବିଶ୍ୱବିଦ୍ୟାଳୟ ଓ କଲେଜ ସମୂହ 

ଭାରତୀୟ ବ୍ୟବସାୟୀକ ଶିକ୍ଷୟା ଅନୁଷ୍ଠାନ , ସମ୍ବଲପୁର ( IIM )

ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ 

  • ସମ୍ବଲପୁର ବିଶ୍ୱବିଦ୍ୟାଳୟ 

ଓଡିଶା ବିଧାନ ସଭା ଦ୍ଵାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଠନ ପାଇଁ ୧୯୬୬ ମସିହା ରେ ପାସ ହେଇଥିବା ବିଲ ଅନୁଯାୟୀ 1967 ମସିହା ଜାନୁଆରୀ 1 ତାରିଖ ରେ ସମ୍ବଲପୁର ଓ ପଶ୍ଚିମ ଓଡିଶା ଅଞ୍ଚଳ ରେ ଥିବା ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ମାନଙ୍କୁ ସହବନ୍ଧିତ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ ହେଇଥିଲା । ଅସ୍ଥାୟୀ ଭାବରେ ଏହା ସମ୍ବଲପୁର ରେ ରହିବା ପରେ ୧୯୭୩ ମସିହା ରେ ବୁର୍ଲା ସହର ନିକଟସ୍ଥ ନିଜସ୍ଵ କେମ୍ପସ କୁ ସ୍ଥାନାନ୍ତର ହେଲା । ଏହାର ନିଜସ୍ଵ କେମ୍ପସ କୁ 'ଜ୍ୟୋତି ବିହାର' କୁହାଯାଏ । 

  • ବୀର ସୁରେନ୍ଦ୍ର ସାଏ ବ୍ୟେସେୟିକ ବିଶ୍ବବିଦ୍ୟାଳୟ 

VSSUT ( ପୂର୍ବତନ ବିଶ୍ୱବିଦ୍ୟାଳୟ କଲେଜ ଓଫ ଇଂଜିନିଯରିଂ ) ୧୯୫୬ ମସିହା ରେ ଓଡିଶା ରାଜ୍ୟ ର ପ୍ରଥମ ଇଂଜିନିଯରିଂ କଲେଜ ହିସାବ ରେ ଖୋଲିଥିଲା । ଏଥିରୁ ଅଦ୍ୟାବଧି ୧୦,୦୦୦  ରୁ ଅଧିକ ଇଂଜିନିଯରିଂ ଗ୍ରାଜୁଏଟ ତଥା ୨୦୦୦ ରୁ ଅଧିକ ପୋସ୍ତ ଗ୍ରାଜୁଏଟ ଇଂଜିନିଯରିଂ ର ବିଭିନ୍ନ ବ୍ରାଞ୍ଚ ରେ ଉତ୍ତିର୍ଣ ହେଇସାରିଲେଣି । 

.ସମ୍ବଲପୁର ଓ ନିକଟବର୍ତୀ ଅଞ୍ଚଳ ରେ ଥିବା ମହାବିଦ୍ୟାଳୟ ଓ ଅନନ୍ୟ ଶିକ୍ଷ୍ୟାନୁଷ୍ଠାନ  ଗୁଡିକ ,

  • Gangadhar Meher College (Autonomous), Sambalpur[୧]
  • Sambalpur Chapter of THE INSTITUTE OF COST ACCOUNTANTS OF INDIA,Sambalpur [୨]
  • Women's College, Sambalpur
  • NSCB College
  • Hindi Teacher Training College, Sambalpur
  • Orissa Medical College of Homoeopathy & Research, Sambalpur
  • VSS Medical College & Hospital, Sambalpur Official website
  • Lajpat Rai Law College, Sambalpur
  • Silicon Institute of Technology, Sason, Sambalpur[]
  • G.M.Junior College,
  • VSS Institute of Science Dhankauda
  • NAC College Burla
  • Hirakud College Hirakud
  • Surajmal College, Rengali
  • Ramkali Devi Trust Higher Secondary School, Budharaja
  • Govt.Women's College,
  • NSCB College Dhanupalli
  • Samaleswari College

ସ୍କୁଲ ସମୂହ 

  • Govt. Deaf & Dumb High School, Burla
  • Sri Aurobindo School (SAIIE&R)
  • St. Joseph's Convent Higher Secondary School, Sambalpur
  • Central School (KV)
  • Delhi Public School, Sambalpur
  • Madanawati Public School
  • Veer Surendra Sai English Medium School, Dhankauda, Samblapur
  • University Campus UGME School
  • Lady Lewis Girls High School
  • Jyoti Vihar High School Burla
  • DAV Public School Burla
  • Saraswati Vidya Mandir Dhanupali
  • Town High School,
  • CSB Zilla School
  • Morden Public School Sonapali
  • Gurunanak Public School
  • Government Boys High School, Burla
  • Government Boys High School, Hirakud
  • Jaya Durga College Padiabahal
  • Municipal Girls High School
  • CS Colony High School
  • Govt. Girls High School, Balibandha
  • Budharaja High School
  • SDS Municipal Girls High School
  • BM Pattnaik ME School
  • Saraswati Sishu Mandir
  • Kansar GP High School
  • Brooks Hill, Pry School
  • Govt Girls High School Hirakud
  • Sasan High School
  • Hindi High School
  • Shree Ganesh Girls High School, Dhanupali
  • Khetarajpur High School
  • Police High School,
  • SB high School Gopalpali
  • Balika Vidyalaya Khetrajpur
  • Officers Colony PRY School Burla
  • Golgunda Pry School Burla
  • Mhatabnagar Pry School Burla
  • Goudapali Pry School
  • Central Line Pry School Burla
  • A Kantapali Pry School
  • Kirba UP School
  • Sadeipali UGME School
  • Dhankauda Pry School
  • Sason Pry School
  • Kinsir Pry School
  • Padhanpali Pry School
  • Sagunpali Pry School
  • Pitapali Pry School
  • Hirakud UGUP School
  • Naxapali, Pry School
  • Ainthapali, Pry School
  • Remed, Pry School
  • Bhatra UGME School
  • Ashapali UGUP School
  • Dhanupali UGUP School

ଖେଳ କୁଦ ଶିକ୍ଷ୍ୟାନୁଷ୍ଠାନ ସବୁ 

  • Sambalpur Football Academy, Pitapali

This institution imparts football training to specially selected players with free boarding and schooling. The campus is located on the periphery of the left dyke of the Hirakud Dam.

ନୋଟ 

1.^ http://www.cesorissa.org/NGC/District_wise_Eco-club_list/Sambalpur.pdf

ଓଡିଶା ବିଧାନ ସଭା ଦ୍ଵାରା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଠନ ପାଇଁ ୧୯୬୬ ମସିହା ରେ ପାସ ହେଇଥିବା ବିଲ ଅନୁଯାୟୀ 1967 ମସିହା ଜାନୁଆରୀ 1 ତାରିଖ ରେ ସମ୍ବଲପୁର ଓ ପଶ୍ଚିମ ଓଡିଶା ଅଞ୍ଚଳ ରେ ଥିବା ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ମାନଙ୍କୁ ସହବନ୍ଧିତ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆରମ୍ଭ ହେଇଥିଲା । ଅସ୍ଥାୟୀ ଭାବରେ ଏହା ସମ୍ବଲପୁର ରେ ରହିବା ପରେ ୧୯୭୩ ମସିହା ରେ ବୁର୍ଲା ସହର ନିକଟସ୍ଥ ନିଜସ୍ଵ କେମ୍ପସ କୁ ସ୍ଥାନାନ୍ତର ହେଲା । ଏହାର ନିଜସ୍ଵ କେମ୍ପସ କୁ 'ଜ୍ୟୋତି ବିହାର' କୁହାଯାଏ । 

ଆଧାର