ନୟନ ମୋଙ୍ଗିଆ
ନୟନ ରାମଲାଲ ମୋଙ୍ଗିଆ ( ଜନ୍ମ ୧୯ ଡିସେମ୍ବର ୧୯୬୯ , ବରୋଦା ) ଜଣେ ପୂର୍ବତନ ଭାରତୀୟ ୱିକେତକିପର ବେତସମେନ ।
ଖେଳ ଜୀବନୀ
୧୯୯୦ ଇଂଲଣ୍ଡ ଗସ୍ତ ରେ ସେ ଭଲ ୱିକେଟ କିପିଙ୍ଗ ଯୋଗୁ ଇଂଲଣ୍ଡ ଅଧିନାଯକ ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ତେବେ ଦଳ ରେ ପ୍ରଥମ ପସନ୍ଦ ବିକେତକିପର ଭାବେ କିରଣ ମୋରେ ଥିବା ହେତୁ ବହୁ ଦିନ ପରେ ଖେଳିବାର ସୁଯୋଗ ପାଇଲେ ।
ଟେଷ୍ଟ ରେ ମୋଙ୍ଗିଆ ଖେଳିଥିବା ମେଚ ମାନଙ୍କରେ ସର୍ବାଧିକ ୧୫୨ ରନ କରିଥିଲେ ଅଷ୍ଟ୍ରେଲିଆ ସହ ୧୦୯୫/୯୭ ମେଚ ରେ ଦିଲ୍ଲୀ ଠାରେ । ତାହା ପରେ ସେ ବିବାଦୀୟ ପରିସ୍ଥିତି ରେ ପଡି ଦଳ ରୁ ବହିସ୍କୃତ ହେଇଥିଲେ । ୨୦୦୪ ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ ରୁ ମଧ୍ୟ ଅବସର ନେଇ କୋଚିଙ୍ଗ ରେ ଧ୍ୟାନ ଦେଲେ ।
ବରୋଦା ପାଇଁ ୧୮୩ ଟି ମେଚ ଖେଳି ମୋଙ୍ଗିଆ ୩୫୩ ଟି କେଚ ସହ ୪୪ ଟି ସ୍ତମପିଙ୍ଗ କରିଥିଲେ । ଏହା ସହ ୭୦୦୦ ରୁ ଉର୍ଦ୍ଧ ରନ କରିଥିଲେ । ମୋଙ୍ଗିଆ ଭାରତ ପାଇଁ ୪୪ ଟି ଟେଷ୍ଟ ଖେଳିଥିଲେ । ମାର୍ଚ ୨୦୦୧ ରେ ଅଷ୍ଟ୍ରେଲିଆ ସହ କଲିକତା ଟେଷ୍ଟ ରେ ଭରତ ର ବିଜଯ ରେ ତାଙ୍କର ମହତ୍ଵ ପୂର୍ଣ ଅବଦାନ ଥିଲା .।
କୋଚିଙ୍ଗ ଅଧ୍ୟାୟ
୨୦୦୪ ରେ ନୟନ ମୋଙ୍ଗିଆ ଥାଇଲ୍ଯାନ୍ଡ ଜାତୀୟ କ୍ରିକେଟ ଦଳ ର କୋଚ ଭାବରେ କାର୍ଯ୍ୟ କରିଥିଲେ । ତେବେ ACC ଟ୍ରଫି ରେ ସେ ମାଲେସିଆ ଜାତୀୟ ଦଳ ର କୋଚ ହିସାବ ରେ କାର୍ଯ୍ୟ କଲେ ।ପୁଣି ସେ ଥାଇଲ୍ଯାନ୍ଡ ୧୯ ବର୍ଷ ରୁ ତଳ ଜାତୀୟ ଦଳ ର କୋଚ ମଧ୍ୟ ରହିଇଥିଲେ ।
ରେକର୍ଡ ସମୂହ
- ॰ମୋଙ୍ଗିଆ ଭାରତୀୟ ୱିକେଟ କିପର ମାନଙ୍କ ମଧ୍ୟ ରେ ରେକର୍ଡ ସଂଖ୍ୟକ ୮ ଟି କେଚ ୨ ଥର ନେବାର ଗୌରବ ପାଇଥିଲେ .[୧]