Jump to content

ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା

ଉଇକିପିଡ଼ିଆ‌ରୁ
୧୪:୪୬, ୧୫ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Department of Higher Education, Odisha") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଉଛ ଶିକ୍ଷ୍ୟା ବିଭାଗ , ଓଡିଶା ସରକାର , ( ହିନ୍ଦୀ ରେ उच्च शिक्षा विभाग, ओडिशा, ଇଂରାଜୀ ରେ Department of Higher Education , Odisha ) ଓଡିଶା ସରକାର ଙ୍କ ଏକ ବିଭାଗ , ଯାହା ରାଜ୍ୟ ରେ ଉଛତର ମାଧ୍ୟମିକ ଶିକ୍ଷ୍ୟା ( ପ୍ଲସ ୨ ) , ଏବଂ କଲେଜ ସ୍ତରୀୟ , ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷ୍ୟା ର ପରିଚାଳନା କୁ ଦ୍ରୁଷ୍ଟି ଦିଏ । ଏହା ରାଜୟା ରେ ଥିବା ସମସ୍ତ ସରକାରୀ , ବେସରକାରୀ ଶିକ୍ଷ୍ୟନୁଷ୍ଠାନ ପାଇଁ ପରିଚାଳନା ଗତ ନିଯମାବଳୀ ପ୍ରଣଯନ କରେ ଓ ସରକାରୀ ଓ ସରକାରଙ୍କ ଅନୁଦାନ ପାଉଥିବା  ବେସରକାରୀ ଶିକ୍ଷ୍ୟାନୁଷ୍ଠାନ ମାନଙ୍କର ପରିଚାଳନାଗତ ଆର୍ଥିକ ବ୍ୟବସ୍ଥା ନିୟନ୍ତ୍ରଣ କରିଥାଏ । ଏହା ସରକାରୀ ମହାବିଦ୍ୟାଳୟ ସହ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଓ ଉତ୍ଚତର ମାଧ୍ୟମିକ ସ୍ତର ର ବିଦ୍ୟାଳୟ ମାନଙ୍କରେ ଶିକ୍ଷ୍ୟକ, ଅଧ୍ୟାପକ ଓ ଅନନ୍ୟ କର୍ମଚାରୀ ଙ୍କ ନିଯୁକ୍ତି ଓ ସଂସ୍ଥାପନା ବ୍ୟବସ୍ଥା କରେ । ଏହା ସଙ୍ଗେ ସଙ୍ଗେ ଏହା ରାଜ୍ୟ ରେ ଥିବା ବିଶ୍ୱବିଦ୍ୟାଳୟ ସମୂହ , ଯଥା ଉତ୍କଳ ବିଶ୍ଵାବଦ୍ୟାଳୟ , ରେଭେନ୍ସା ବିଶ୍ୱବିଦ୍ୟାଳୟ , ସମ୍ବଲପୁର ବିଶ୍ୱବିଦ୍ୟାଳୟ , ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ , ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ , ଫକିର ମୋହନ ବିଶ୍ୱବିଦ୍ୟାଳୟ , ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ , BPUT, ତଥା ଓଡିଶା କୃଷି ଓ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ ର ପରିଚାଳନା ରେ ମଧ୍ୟ ଦ୍ରୁଷ୍ଟି ରଖେ ଓ ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରେ । 

ସୁବିଧା ସୁଯୋଗ ଓ ଆଧୂନିକୀକରଣ 

୨୦୧୦ ମସିହା ରୁ ଉଛଶିକ୍ଷ୍ୟା ବିଭାଗ " ଛାତ୍ର ଅଧ୍ୟୟନ ପରିଚାଳନା ବ୍ୟବସ୍ଥା " ବା Students Academic Management System ( SAMS) ର ପ୍ରଣଯନ କଲେ । ଏହା ଦ୍ଵାରା +୨ ଓ +୩ ସ୍ତର ର ଇ - ଆଡମିସନ ଯୋଗେ ଛାତ୍ର ମାନେ ଅନଲାଇନ ମାଧ୍ୟମ ରେ ଯେ କୌଣଶୀ ଶିକ୍ଷ୍ୟାନୁଷ୍ଠାନ ରେ ପଢିବା ପାଇଁ କେନ୍ଦ୍ରୀୟ ବ୍ୟବସ୍ଥା କୁ ଆବେଦନ କରି ପାରିଲେ । ଯୋଗ୍ୟତା ଅନୁସାରେ ସୁବିଧା ରେ ନିଜ ପସନ୍ଦ ର ଅନୁଷ୍ଠାନ ରେ ସୁବିଧା ରେ ଆଡମିସନ ନେଇ ପାରିଲେ । 

DHE Odisha ୱେବ ସାଇଟ ଜରିଆ ରେ RTI ସେବା , ଇ-ସ୍ପେସ ଓ ଇ-ପ୍ରେରଣ ଦ୍ଵାରା ରାଜ୍ୟ ର ସବୁ ଅଞ୍ଚଳ ରୁ ଲୋକ ମାନେ ସୁବିଧା ରେ ସେବା ର ଲାଭ ପାଇପାରୁଛନ୍ତି । ବିଭିନ୍ନ ଶିକ୍ଷ୍ୟାନୁଷ୍ଠାନ ମାନଙ୍କର ବିଷୟ ରେ ଏଥିରେ ସବିଶେଷ ତଥ୍ୟ ଉପଲବ୍ଧ ହେଇଥାଏ । ବିଭାଗ ତରଫ ରୁ ପ୍ରକାଶିତ ଚିଠିପତ୍ର , ନିର୍ଦେଶାବଳି ଏହି ସାଇଟ ଜରିଆ ରେ ଓଡିଶା ର ସବୁ ଶିକ୍ଷ୍ୟାନୁଷ୍ଠାନ ସମେତ ଜନସାଧାରଣ ମଧ୍ୟ ଜାଣିବାର ସୁବିଧା ପାଉଛନ୍ତି । 

ବିଭାଗ ତରଫ ରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷ୍ୟା  କୌଶଳ ଶିକ୍ଷଣ ( ଛାତ୍ରୀ ମାନଙ୍କ ପାଇଁ ) , ପ୍ରକୃତିକ ବିପର୍ଯ୍ୟୟ ରେ ସହାୟତା ଶିକ୍ଷଣ , ରେଡ କ୍ରସ ଆଦି ବିଭିନ୍ନ ଉପାଦେୟ କାର୍ଜ୍ୟକ୍ରମ ମଧ୍ୟ ବିଭାଗ ତରଫ ରୁ ସଂଚାଳନ କରାଯାଇଥାଏ । 

ପୁନଶ୍ଚ ଦେଖନ୍ତୁ