Jump to content

ରାଣୀ ଲକ୍ଷ୍ମୀବାଈ

ଉଇକିପିଡ଼ିଆ‌ରୁ
୨୧:୫୮, ୧ ଅକ୍ଟୋବର ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (ରାଣୀ ଲକ୍ଷ୍ମୀବାଈ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ରାଣୀ ଲକ୍ଷ୍ମୀବାଈ
ଝନସୀର ରାଣୀ
Rani Lakshmibai (portrayed as a sowar)
ଜନ୍ମନାମମାଣିକର୍ଣ୍ଣିକା
ଜନ୍ମ(1828-11-19)୧୯ ନଭେମ୍ବର ୧୮୨୮
ଜନ୍ମସ୍ଥାନବାରଣାସୀ, ଭାରତ
ମୃତ୍ୟୁ18 June 1858
ମୃତ୍ୟୁସ୍ଥାନଗ୍ଵାଲିୟର, ଭାରତ
ପୂର୍ବାଧିକାରୀରାଣୀ ରମାବାଈ
ଉତ୍ତରାଧିକାରୀବ୍ରିଟିଶ ଶାସନ
Consort toJhansi Naresh Maharaj Gangadhar Rao Newalkar
ରାଜବଂଶ Maratha Empire
ସନ୍ତାନDamodar Rao, Anand Rao (adopted)

ଝାନସୀର ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), ମରାଠା ଶାସିତ ଝାନସୀ ରାଜ୍ୟର ରାଣୀ ତଥା ୧୮୫୭ ମସିହାର ପ୍ରଥମ ଭାରତ ସ୍ଵାଧୀନତା ସଂଗ୍ରାମର ଜଣେ ନାୟିକା । ସ୍ଵଦେଶ ଓ ସ୍ଵଜାତିକୁ ପରାଧୀନତାର ଶକ୍ତ ବନ୍ଧନରୁ ମୁକ୍ତ କରିବା ପାଇଁ ଯେଉଁ ନାରୀମାନେ ଆଗକୁ ମାଡି ଆସିଥିଲେ ସେମାନଙ୍କ ମଧ୍ୟରେ ଲକ୍ଷ୍ମୀବାଈ ଅଗ୍ରଗଣ୍ୟା। ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗ ଚାଳନା, ଅଶ୍ଵାରୋହଣ, ବିଭିନ୍ନ୍ ପ୍ରକାର ଶାରୀରିକ ବ୍ୟାୟମ,ଦୁର୍ଦ୍ଦାନ୍ତ ହସ୍ତୀ ମାନଙ୍କୁ ଆୟତ କରିବା ଆଦି ପୁରୁଷ ସୁଲଭ କଳାରେ ସେ ପାରଙ୍ଗମ ଥିଲେ।

ପାରିପାରିକ ଜୀବନ

ରାଜ୍ୟ ଶାସନ ଓ ଯୁଦ୍ଧ

ଆଧାର

ବାହାର ତଥ୍ୟ