Jump to content

ପଶ୍ଚିମ ଘାଟ

Coordinates: 10°10′N 77°04′E / 10.167°N 77.067°E / 10.167; 77.067
ଉଇକିପିଡ଼ିଆ‌ରୁ
୧୭:୨୦, ୬ ମଇ ୨୦୧୩ ବେଳେ Aditya Mahar (ଆଲୋଚନା | ଅବଦାନ) (ପଶ୍ଚିମ ଘାଟ) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ପଶ୍ଚିମ ଘାଟ
ସହ୍ୟାଦ୍ରି ପର୍ବତମାଳା
ଫାଇଲ:OmbattuGuddaoct2010.jpg
Elevation୨,୬୯୫ m (୮,୮୪୨ ft)
Location
The Western Ghats lie roughly parallel
to the west coast of India
Coordinates10°10′N 77°04′E / 10.167°N 77.067°E / 10.167; 77.067
Natural Properties - Western Ghats (India)*
ଇଉନେସ୍କୋ ସ୍ଥଳୀ

ରାଜ୍ୟ ଦଳ India
ପ୍ରକାର Natural
ନିୟମ ix, x
ଆଧାର 1342
ଅଞ୍ଚଳ** Indian subcontinent
ଲେଖ ଇତିହାସ
ଲେଖ 2012  (36th ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଭାରତର ୧୬୦୦କି.ମି ପରିବ୍ୟାତପ୍ତ ପଶ୍ଚିମଘାଟ ପର୍ବତମାଳ ହେଉଛି ବିଶ୍ଵର ୮ ପ୍ରମୁଖ ଜୈବ ବିବିଧତା ପରିପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ଅନ୍ୟତମ । ଏହାକୁ ଜାତିସଂଘ ପକ୍ଷରୁ ବିଶ୍ଵ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି ।[] ହିମାଳୟଠାରୁ ପୁରୁଣା କୁହାଯାଉଥିବା ଏହି ପର୍ବତମାଳା ଦେସରେ ମୈସୁମୀ ପ୍ରବାହକୁ ପ୍ରଭାବିତ କରିଥା ଏ। ଗୁଜରାଟ ଓ ମହାରାଷ୍ଟ୍ର ସୀମା ଠାରୁ ଆରମ୍ଭ ହୋଇ ଗୋଆ, କର୍ଣ୍ଣାଟକ, ତାମିଲନାଡୁ , କେରଳ ଆଦି ରାଜ୍ୟ ମଧ୍ୟ ଦେଇ ଶେଷରେ କନ୍ୟାକୁମାରୀଠାରେ ଏହି ପର୍ବତମାଳା ଶେଷ ହୋଇଛି । ୨୦୧୨ ମସିହା ଜୁଲାଇ ମାସରେ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ ର ୱ୍ଏକ ବୈଠକରେ ଏହାକୁ ବିଶ୍ଵ ଐତିହ୍ୟ ତାଲିକାରେ ସ୍ଥାନିତ ପାଇଁ ଘୋଷଣା କରାଯାଇଥିଲା ।

ଆଧାର

  1. "UN designates Western Ghats as world heritage site". Times of India. Retrieved 6 May 2013.

ବାହାର ତଥ୍ୟ